ଓଡିଶା

odisha

By

Published : Jan 8, 2022, 4:31 PM IST

ETV Bharat / city

ନିର୍ବାଚନରେ OBCଙ୍କୁ ଯଥେଷ୍ଟ ପ୍ରାଧାନ୍ୟ ଦେବା କଥା: ମନୋଜ ଦାସ

OBCଙ୍କ ସଂରକ୍ଷଣକୁ ବାଦ ଦେଇ ୱାର୍ଡ ଚିଠା ସଂରକ୍ଷଣ ତାଲିକା ପ୍ରକାଶ କରିଛି ଗୃହ ଓ ନଗର ଉନ୍ନୟନ ବିଭାଗ । ଓବିସିଙ୍କୁ ସମ୍ପୂର୍ଣ୍ଣ ଏଡାଇ ଦେଇ ଏହି ତାଲିକା ପ୍ରସ୍ତୁତ ହୋଇଛି ବୋଲି କହିଛି କଂଗ୍ରେସ । ଅଧିକ ପଢନ୍ତୁ

ନିର୍ବାଚନରେ OBCଙ୍କୁ ଯଥେଷ୍ଟ ପ୍ରାଧାନ୍ୟ ଦେବା କଥା : କଂଗ୍ରେସ ମୁଖପାତ୍ର ମନୋଜ ଦାସ
ନିର୍ବାଚନରେ OBCଙ୍କୁ ଯଥେଷ୍ଟ ପ୍ରାଧାନ୍ୟ ଦେବା କଥା : କଂଗ୍ରେସ ମୁଖପାତ୍ର ମନୋଜ ଦାସ

ଭୁବନେଶ୍ବର: ଓବିସିଙ୍କ ସଂରକ୍ଷଣକୁ ବାଦ ଦେଇ ୱାର୍ଡ ଚିଠା ସଂରକ୍ଷଣ ତାଲିକା ପ୍ରକାଶ କରିଛି ଗୃହ ଓ ନଗର ଉନ୍ନୟନ ବିଭାଗ । ଓବିସିଙ୍କୁ ସମ୍ପୂର୍ଣ୍ଣ ଏଡାଇ ଦେଇ ଏହି ତାଲିକା ପ୍ରସ୍ତୁତ ହୋଇଥିବା ବେଳେ କେବଳ ନିର୍ବାଚନ ସାରି ଦେବା ଆଳରେ ଏଭଳି କରାଯାଉଥିବା କହିଛି କଂଗ୍ରେସ । ଯାହା ଓବିସିଙ୍କ ପ୍ରତି ଅବିଚାର ହୋଇଛି । ଅଣ ସଂରକ୍ଷିତ ବର୍ଗରେ ନିର୍ଵାଚନ ନ କରି ଓବିସିଙ୍କୁ ପ୍ରାଧାନ୍ୟ ଦେବାର ଆବଶ୍ୟକ ରହିଛି ।

ନିର୍ବାଚନରେ OBCଙ୍କୁ ଯଥେଷ୍ଟ ପ୍ରାଧାନ୍ୟ ଦେବା କଥା : କଂଗ୍ରେସ ମୁଖପାତ୍ର ମନୋଜ ଦାସ

ତାଙ୍କୁ ବାଦ ଦେଇ ନୁହେଁ । ତେଣୁ କୋର୍ଟର ଆଳ ନ ଦେଖେଇ ରାଜ୍ୟ ସରକାର ସେମାନଙ୍କ କଥା ବା ଅଧିକାର କଥା ଭାବିବା ଦରକାର। ଏହାସହ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ତଥ୍ୟ ଯୋଗୁଁ ଏଭଳି ହୋଇଥିବା ବେଳେ ଏହାକୁ ଅଭିଯୋଗ ଓ ପ୍ରସ୍ତାବ ମାଧ୍ୟମରେ ସୁଧାରନ୍ତୁ ବୋଲି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ମୁଖପାତ୍ର ମନୋଜ ଦାସ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details