ଓଡିଶା

odisha

By

Published : Nov 21, 2021, 11:05 AM IST

ETV Bharat / city

PMଙ୍କୁ ଚିଠି ଲେଖିଲେ CM, ଅନ୍ନ ଯୋଜନା ଆଉ ୮ ମାସ ବଢାଇବାକୁ ଅନୁରୋଧ

PMGKAY ଯୋଜନାକୁ ଆଉ ୮ ମାସ ଲାଗୁ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି: PMGKAY ଯୋଜନାକୁ ଆଉ ୮ ମାସ ବୃଦ୍ଧି ପାଇଁ ଅନୁରୋଧ
ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି: PMGKAY ଯୋଜନାକୁ ଆଉ ୮ ମାସ ବୃଦ୍ଧି ପାଇଁ ଅନୁରୋଧ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM MODI)ଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ୮ ମାସ ବୃଦ୍ଧି କରିବାକୁ ଚିଠିରେ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି: PMGKAY ଯୋଜନାକୁ ଆଉ ୮ ମାସ ବୃଦ୍ଧି ପାଇଁ ଅନୁରୋଧ

କୋଭିଡ ମହାମାରୀ ବିପଦ ସମ୍ପୂର୍ଣ୍ଣ ଯାଇନାହିଁ । ତେଣୁ PMGKAY କୁ ଆଉ ୮ ମାସ ବୃଦ୍ଧି କରିବାକୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ନଭେମ୍ବର ମାସରେ ଶେଷ ହେଉଛି PMGKAY ରେ ମାଗଣା ଡାଲି-ଚାଉଳ ବଣ୍ଟନ ଯୋଜନା । ଦେଶରେ ଖାଦ୍ୟ ଶସ୍ୟ ମହଜୁଦ ରହିଛି ତେଣୁ ଆଉ ଅଧିକ ମାସ ଯୋଜନାରେ ଚାଉଳ ଯୋଗାଇବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ୭ ମାସ ଧରି ମାଗଣା ରାସନ ଦେଇଥିବାରୁ ପ୍ରଧାନମନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠିରେ କୃତଜ୍ଞତା ଜଣାଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

ABOUT THE AUTHOR

...view details