ଓଡିଶା

odisha

ଦୁଇ ଦିନ ବନ୍ଦ ରହିବ AIIMS ଓପିଡ଼ି

By

Published : Apr 12, 2022, 6:28 PM IST

ଚଳିତ ସପ୍ତାହରେ ୨ ଦିନ ବନ୍ଦ ହେବ ଭୁବନେଶ୍ବର ଏମ୍ସ ଓପିଡ଼ି । ଅଧିକ ପଢନ୍ତୁ

ଦୁଇ ଦିନ ବନ୍ଦ ରହିବ AIIMS ଓପିଡ଼ି
ଦୁଇ ଦିନ ବନ୍ଦ ରହିବ AIIMS ଓପିଡ଼ି

ଭୁବନେଶ୍ବର: ଦୁଇ ଦିନ ଧରି ବନ୍ଦ ରହିବ ଏମ୍ସ(AIIMS) ଓପିଡ଼ି । ଚଳିତ ମାସ 14 ଏବଂ 15 ତାରିଖରେ ଓପିଡ଼ି ବନ୍ଦ ରହିବ । କେବଳ ଜରୁରୀକାଳୀନ ସେବା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

ଦୁଇ ଦିନ ଧରି ବନ୍ଦ ରହିବ AIIMS ଓପିଡ଼ି

ଏପ୍ରିଲ ମାସ ୧୪ ଓ ୧୫ ତାରିଖ (ଗୁରୁବାର ଏବଂ ଶୁକ୍ରବାର) ଦୁଇଦିନ ଯଥାକ୍ରମେ 'ମହାବୀର ଜୟନ୍ତୀ' ଏବଂ 'ଗୁଡ ଫ୍ରାଇଡେ' ପାଇଁ ଓପିଡି (ବହିର୍ବିଭାଗ)ସେବା ବନ୍ଦ ରହିବ । ମାତ୍ର ଜରୁରୀକାଳୀନ ସେବା ପୂର୍ବ ଭଳି ଜାରି ରହିବ। ଏନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details