ଓଡିଶା

odisha

By

Published : Nov 14, 2021, 4:34 PM IST

ETV Bharat / city

ଭୁବନେଶ୍ଵରରେ ବି ବନ୍ଦ ବାଲିଯାତ୍ରା

ଏସଆରସି ଗାଇଡଲାଇନ ନଭେମ୍ବର ଯାଏଁ ଥିବାରୁ ଚଳିତବର୍ଷ ଭୁବନେଶ୍ଵରରେ ହେବନି ବାଲିଯାତ୍ରା । ଅଧିକ ପଢନ୍ତୁ...

କଟକଣା ପାଇଁ ଭୁବନେଶ୍ଵରରେ ହେବନି ବାଲିଯାତ୍ରା
କଟକଣା ପାଇଁ ଭୁବନେଶ୍ଵରରେ ହେବନି ବାଲିଯାତ୍ରା

ଭୁବନେଶ୍ବର: ଚଳିତବର୍ଷ ଭୁବନେଶ୍ଵରରେ ହେବନି ବାଲିଯାତ୍ରା । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଲାଗିଛି କଟକଣା । ଏସଆରସି ଗାଇଡଲାଇନ ନଭେମ୍ବର ଯାଏଁ ଥିବାରୁ ତାକୁ ଉଲଙ୍ଘନ କରି ଅନୁମତି ଦେଇହେବ ନାହିଁ ବୋଲି କହିଛନ୍ତି ଡିସିପି ଉମାଶଙ୍କର ଦାଶ ।

କଟକଣା ପାଇଁ ଭୁବନେଶ୍ଵରରେ ହେବନି ବାଲିଯାତ୍ରା

ବାଲିଯାତ୍ରା ପାଇଁ କଟକଣାକୁ ଯଦି ଏଡାଇ ଦିଆଯାଏ ତେବେ ସଂକ୍ରମଣ ବଢିବାର ଆଶଙ୍କା ରହିଛି । ଏନେଇ ବାଲିଯାତ୍ରାକୁ ଏଥର ଅନୁମତି ମିଳିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଭୁବନେଶ୍ଵର ଡିସିପି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details