ଓଡିଶା

odisha

By

Published : Jun 23, 2021, 12:07 PM IST

ETV Bharat / city

AICTE ପ୍ରକାଶ କଲା ୨୦୨୧-୨୨ ନାମଲେଖା ତାଲିକା, ସେପ୍ଟେମ୍ବର ୧ରୁ ପାଠପଢ଼ା ଆରମ୍ଭ

ଅଲ ଇଣ୍ଡିଆ କାଉନସିଲ୍ ଫର ଟେକ୍ନିକାଲ ଏଜୁକେସନ(AICTE) ପକ୍ଷରୁ ପ୍ରକାଶ ପାଇଲା ୨୦୨୧-୨୨ ନାମଲେଖା ତାଲିକା। ଅଧିକ ପଢନ୍ତୁ...

AICTE ପକ୍ଷରୁ ପ୍ରକାଶ ପାଇଲା ୨୦୨୧-୨୨ ନାମଲେଖା ତାଲିକା, ସ୍ୱପ୍ଟେମ୍ବର ୧ରୁ ପଠାପଢ଼ା ଆରମ୍ଭ
AICTE ପକ୍ଷରୁ ପ୍ରକାଶ ପାଇଲା ୨୦୨୧-୨୨ ନାମଲେଖା ତାଲିକା, ସ୍ୱପ୍ଟେମ୍ବର ୧ରୁ ପଠାପଢ଼ା ଆରମ୍ଭ

ଭୁବନେଶ୍ବର: ଅଲ ଇଣ୍ଡିଆ କାଉନସିଲ ଫର ଟେକ୍ନିକାଲ ଏଜୁକେସନ ପକ୍ଷରୁ ପ୍ରକାଶ ପାଇଲା ୨୦୨୧-୨୨ ନାମଲେଖା ତାଲିକା। ଇଞ୍ଜିନିୟରିଂ ଦ୍ଵିତୀୟ ବର୍ଷ ପାଠପଢା ସେପ୍ଟେମ୍ବର ୧ ରୁ ଆରମ୍ଭ ହେବ। ତେବେ ୧୫ ସେପ୍ଟେମ୍ବରରୁ ଆରମ୍ଭ ହେବ ନୂଆ ତଥା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା। ସେହିଭଳି ୨୦ ସେପ୍ଟେମ୍ବରରୁ ଲାଟେରାଲ ଏଣ୍ଟ୍ରି ପିଲାଙ୍କ ପାଠପଢା ଆରମ୍ଭ ହେବ।

AICTE ପକ୍ଷରୁ ପ୍ରକାଶ ପାଇଲା ୨୦୨୧-୨୨ ନାମଲେଖା ତାଲିକା, ସ୍ୱପ୍ଟେମ୍ବର ୧ରୁ ପଠାପଢ଼ା ଆରମ୍ଭ

୩୧ ଅଗଷ୍ଟ ସୁଦ୍ଧା ଇଞ୍ଜିନିୟରିଂ ତଥା ବିଭିନ୍ନ ବୈଷୟିକ ଶିକ୍ଷାଅନୁଷ୍ଠାନରେ ନାମଲେଖା ପାଇଁ ପରୀକ୍ଷା ଶେଷ କରି ପ୍ରଥମ ରାଉଣ୍ଡ କାଉନସେଲିଂ କରିବାକୁ ଏଆଇସିଟିଇ ତାଲିକା ପ୍ରକାଶ କରିଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details