ଓଡିଶା

odisha

By

Published : Feb 26, 2022, 8:08 PM IST

ETV Bharat / city

Covid Recovery Report: ଆଜି ସୁସ୍ଥ ହେଲେ 494 ସଂକ୍ରମିତ

ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଶନିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 494 କୋରୋନା ଆକ୍ରାନ୍ତ । ତେବେ ନୂଆ ସୁସ୍ଥଙ୍କୁ ମିଶାଇ 12 ଲକ୍ଷ 72 ହଜାର 922କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

Covid Recovery Report: ଆଜି ସୁସ୍ଥ ହେଲେ 494 ସଂକ୍ରମିତ
Covid Recovery Report: ଆଜି ସୁସ୍ଥ ହେଲେ 494 ସଂକ୍ରମିତ

ଭୁବନେଶ୍ବର:ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଶନିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 494 କୋରୋନା ଆକ୍ରାନ୍ତ । ତେବେ ନୂଆ ସୁସ୍ଥଙ୍କୁ ମିଶାଇ 12 ଲକ୍ଷ 72 ହଜାର 922କୁ ବୃଦ୍ଧି ହୋଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୯୨ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୯୧ ଓ ସମ୍ବଲପୁରରୁ ୩୭ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୩୨, କଟକରୁ ୨୬ ଓ ଗଜପତିରୁ ୨୬ ଓ ମୟୂରଭଞ୍ଜରୁ ୧୮ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି କୋରାପୁଟରୁ ୧୬, ପୁରୀରୁ ୧୬, ବାଲେଶ୍ବରରୁ ୧୫ ଓ କେନ୍ଦ୍ରାପଡାରୁ ୧୫ ଜଣ ଆରୋଗ୍ୟ ହୋଇଛନ୍ତି । ଭଦ୍ରକରୁ ୧୧, ଗଞ୍ଜାମରୁ ୧୧, ସୋନପୁରରୁ ୧୦, ବରଗଡରୁ ୯, ଢେଙ୍କାନାଳରୁ ୮, ଜଗତସିଂହପୁରରୁ ୮, ନୂଆପଡାରୁ ୮ ଓ ନୟାଗଡରୁ ୭ ଜଣ ସୁସ୍ଥ ହୋଇଛନ୍ତି । ଝାରସୁଗୁଡାରୁ ୬, ନବରଙ୍ଗପୁରରୁ ୪, ଦେଓଗଡରୁ ୩, କଳାହାଣ୍ତିରୁ ୩, ମାଲକାନଗିରିରୁ ୨, କନ୍ଧମାଳରୁ ୧ ଓ କେନ୍ଦୁଝରରୁ ଜଣେ ସୁସ୍ଥ ହୋଇଛନ୍ତି । ଷ୍ଟେଟପୁଲ ସଂଖ୍ୟା ରହିଛି ୧୮ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details