ନୂଆଦିଲ୍ଲୀ:ଚଳିତ ଆର୍ଥିକ ବର୍ଷରେ ଜିଡିପିର ଅଭିବୃଦ୍ଧି ରହିବ । ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ରେ ଜିଡିପି (Gross Domestic Product) ମୋଟ ଘରୋଇ ଉତ୍ପାଦ ୯.୨% ରହିବ । ବିଗତ ଆର୍ଥିକ ବର୍ଷ ତୁଳନାରେ ଜିଡିପିର ପ୍ରଦର୍ଶନ ଭଲ ରହିଛି।
ଚଳିତ ବର୍ଷ ଦେଶର ଜିଡିପିରେ ଅଭିବୃଦ୍ଧି ହେବ। ଏନେଇ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (National Statistical Office)ର ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ର ଶେଷରେ ଦେଶର ମୋଟ ଘରୋଇ ଉତ୍ପାଦ ୯.୨ % ରହିବ।