ଓଡିଶା

odisha

By

Published : May 2, 2021, 10:45 AM IST

ETV Bharat / bharat

ଟ୍ରେଣ୍ଡରେ ତୃଣମୂଳ କଂଗ୍ରେସକୁ ବହୁମତ ! ଶତକ ମାରିଲା ବିଜେପି

ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ଚାଲିଛି କଡା ଟକ୍କର । ମତ ଦନ ହୋଇଥିବା 292 ସିଟରେ ବିଜେପି, ଟିଏମସି ଆଗ ପଛ ରେସ ଲଗାଇଛନ୍ତି । ଅଧିକ ପଢନ୍ତୁ...

ଟ୍ରେଣ୍ଡରେ ତୃଣମୂଳ କଂଗ୍ରେସକୁ ବହୁମତ, ଶତକ ମାରିଲା ବିଜେପି
ଟ୍ରେଣ୍ଡରେ ତୃଣମୂଳ କଂଗ୍ରେସକୁ ବହୁମତ, ଶତକ ମାରିଲା ବିଜେପି

କୋଲକତା: ଜାରି ରହିଛି ପଶ୍ଚିମବଙ୍ଗରେ ମତ ଗଣନା । ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ଚାଲିଛି କଡା ଟକ୍କର । ମତ ଦାନ ହୋଇଥିବା 292 ସିଟରେ ବିଜେପି, ଟିଏମସି ଆଗ ପଛ ରେସ ଲଗାଇଛନ୍ତି ।

ତେବେ ପ୍ରାରମ୍ଭିକ ଟ୍ରେଣ୍ଡକୁ ଦେଖିଲେ ଟିଏମସିକୁ ବହୁମତ ମିଳିଛି । ହେଲେ ଯେଉଁଭଳି ବିଜେପି ସିଟ ବଢୁଛି, ତାହାକୁ ଦେଖିବାକୁ ଗଲେ ଲାଗୁଛି କି କେଉଁ ମୂହୂର୍ତ୍ତରେ ବି ବିଜେପି ବାଜି ପଲଟାଇପାରେ । ଏବେ ସୁଦ୍ଧା ଟିଏମସିକୁ 180 ସିଟରେ ଆଗୁଆ ରହିଥିଲା ବେଳେ ବିଜେପି 100 ଛୁଇଁଲାଣି । ଏପଟେ କଂଗ୍ରେସ ଓ ବାମଦଳ ମେଣ୍ଟ ପ୍ରଦର୍ଶନ ଖରାପ ରହିଛି । ମାତ୍ର 7ଟି ଆସନରେ ଦଳ ଆଗୁଆ ଅଛି ।

ସେପଟେ ମମତା ବାନାର୍ଜୀ ନନ୍ଦୀଗ୍ରାମ ସିଟରେ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପଛରେ ରହିଛନ୍ତି । ଶୁଭେନ୍ଦୁ ଅଧିକାରୀ ତାଙ୍କ ଠାରୁ 1 ହଜାରରୁ ଉର୍ଦ୍ଧ୍ବ ସିଟରେ ଆଗୁଆ ଅଛନ୍ତି ।

ABOUT THE AUTHOR

...view details