ଓଡିଶା

odisha

ମହାରାଷ୍ଟ୍ରରେ ରଚିଲା ମହାତାଣ୍ଡବ, ଘୁଘୁ ଗର୍ଜନ କରି ଗୁଜୁରାଟ ଅଭିମୁଖେ ତାଉ'ତେ

By

Published : May 17, 2021, 6:59 PM IST

ମହାରାଷ୍ଟ୍ରରେ ମହାତାଣ୍ଡବ ରଚିବା ପରେ ଏବେ ତାଉ'ତେ ଗୁଜୁରାଟ ଅଭିମୁଖେ ମାଡିଚାଲିଛି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ ରଚିଲା ମହାତାଣ୍ଡବ, ଘୁଘୁ ଗର୍ଜନ କରି ଗୁଜୁରାଟ ଅଭିମୁଖେ ମାଡିଚାଲିଛି ତାଉ'ତେ
ମହାରାଷ୍ଟ୍ରରେ ରଚିଲା ମହାତାଣ୍ଡବ, ଘୁଘୁ ଗର୍ଜନ କରି ଗୁଜୁରାଟ ଅଭିମୁଖେ ମାଡିଚାଲିଛି ତାଉ'ତେ

ମୁମ୍ବାଇ: ଲ୍ୟାଣ୍ଡଫଲ ପୂର୍ବରୁ ନିଜର ଭୟଙ୍କର ରୂପ ଦେଖାଉଛି ବାତ୍ୟା ତାଉ'ତେ । ମହାରାଷ୍ଟ୍ରରେ ମହାତାଣ୍ଡବ ରଚିବା ପରେ ଏବେ ତାଉ'ତେ ଗୁଜୁରାଟ ଅଭିମୁଖେ ମାଡିଚାଲିଛି ।

ମହାରାଷ୍ଟ୍ରରେ ରଚିଲା ମହାତାଣ୍ଡବ, ଘୁଘୁ ଗର୍ଜନ କରି ଗୁଜୁରାଟ ଅଭିମୁଖେ ମାଡିଚାଲିଛି ତାଉ'ତେ

ମୁମ୍ବାଇ ସମେତ ମହାରାଷ୍ଟ୍ରର ଅନେକ ସ୍ଥାନରେ ତାଉ'ତେ ପ୍ରଭାବରେ ଗଛ ଉପୁଡିବା ସହ ଜଳପ୍ରଳୟ ଦେଖିବାକୁ ମିଳିଛି । ମେରାଇନ ଡ୍ରାଇଭରେ ଲହଡି ଭାଙ୍ଗୁଛି ସମୁଦ୍ର । କୂଳ ଲଂଘି ରାସ୍ତାକୁ ମାଡିଆସୁଛି ଉଚ୍ଚ ଉଚ୍ଚ ଜୁଆର ।

ଆରବ ସାଗରରେ ସୃଷ୍ଟି ଘୁର୍ଣ୍ଣିଝଡ ବାତ୍ୟା ତାଉ'ତେର ରୂପ ନେବା ପରେ ସୋମବାର ମହାରାଷ୍ଟ୍ରରେ ମହାତାଣ୍ଡବ ରହିଛି । ସୋମବାର ମୁମ୍ବାଇରେ ଘଣ୍ଟାପ୍ରତି 114 କିଲୋମିଟର ବେଗରେ ପବନ ବହିବା ସହିତ ପ୍ରବଳ ଝଡ ତୋଫାନ ହୋଇଛି । ବର୍ତ୍ତମାନର ସ୍ଥିତିକୁ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଫୋନରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସଂଧ୍ୟାରେ ବାତ୍ୟା ତାଉ'ତେ ଗୁଜୁରାଟ ଉପକୂଳରେ ସ୍ଥଳଭାଗ ଛୁଇଁବ ।

ABOUT THE AUTHOR

...view details