ଓଡିଶା

odisha

By

Published : Sep 29, 2022, 7:08 PM IST

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ORHDC Scam: ବିଧାୟକ ମହମ୍ମଦ ମୋକିମଙ୍କୁ 3ବର୍ଷ ଜେଲ ଦଣ୍ଡ

ଓଏଚଆରଡିସି ଦୁର୍ନୀତି ମାମଲା । IAS ବିନୋଦ କୁମାର, ମହମ୍ମଦ ମୋକିମଙ୍କ ସହ ୫ ଦୋଷୀ ସାବ୍ୟସ୍ତ

2.ନଡ୍ଡାଙ୍କ ୨ଦିନିଆ ଓଡିଶା ଗସ୍ତ, ଦଳୀୟ କାର୍ଯ୍ୟାଳୟରେ ଉତ୍ସବର ମାହୋଲ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି

3.ପ୍ରକାଶ ପାଇଲା ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଫଳ

ଆଜି ଅପରାହ୍ନରେ ପ୍ରକାଶ ପାଇଛି ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଫଳ(Plus 2 Instant exam result)

4.Jayanti Patnaik Demise: କଂଗ୍ରେସ ଭବନରେ ଶେଷ ଦର୍ଶନ

ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଓଡି଼ଶାର ପ୍ରଥମ ମହିଳା ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ଦେହାନ୍ତ ଘଟିଛି

5.୨୭୦ ବର୍ଷରେ ସର୍ପା ଦୁର୍ଗା ମଣ୍ଡପ, ଦଶହରାରେ ହୁଏ ମା’ଙ୍କ ବିସର୍ଜନ

ଦଶହରା ଆସିଲେ ଚଳଚଞ୍ଚଳ ହୋଇ ଉଠେ କଟକ ସହର । ଏଠାରେ ଏମିତି ଏକ ପୂଜା ମଣ୍ଡପ ରହିଛି ଯେଉଁଠାରେ ପ୍ରଥମେ ଦୁର୍ଗା ପୂଜା ଆରମ୍ଭ ହୋଇଥିବା କୁହାଯାଉଛି

6.ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଅବିବାହିତ ମହିଳା ବି ସ୍ବଇଚ୍ଛାରେ କରିପାରିବେ ଗର୍ଭପାତ

ଉଭୟ ବିବାହିତ ଓ ଅବିବାହିତ ମହିଳା ମଧ୍ୟ ସ୍ବଇଚ୍ଛାରେ କରିପାରିବେ ଗର୍ଭପାତ । ରାୟ ଶୁଣାଇଲେ ସର୍ବୋଚ୍ଚ କୋର୍ଟ

7.Congress President Election: କଂଗ୍ରେସ ଅଧ୍ୟକ୍ଷ ରେସରୁ ଓହରିଲେ ଗେହଲଟ

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ (Congress President Election) ଲଢ଼ିବେନି ଅଶୋକ ଗେହଲଟ । ରାଜସ୍ଥାନ କଂଗ୍ରେସରେ ସଙ୍କଟ ପରେ ଅଧ୍ୟକ୍ଷ ପଦ ନିର୍ବାଚନରେ ପ୍ରତିଦ୍ବନ୍ଦିତାରୁ ଓହରି ଯାଇଛନ୍ତି

8.ପୁରୀରେ ଆରମ୍ଭ ହେଲା ମାତୃଶକ୍ତି ଅଭିଯାନ, ନିଶା କାରବାର ରୋକିବେ ମହିଳା

ପୁରୀରେ ଆରମ୍ଭ ହେଲା ମାତୃଶକ୍ତି ଅଭିଯାନ । ଏଥିରେ ମହିଳାମାନଙ୍କୁ ସାମିଲ କରି ନିଶା କାରବାର ଉପରେ ରୋକ ଲଗାଇବ ପୁରୀ ପୋଲିସ

9.ଟିମ ଇଣ୍ଡିଆକୁ ଝଟକା: ଟି-୨୦ ବିଶ୍ୱକପରୁ ବୁମରା ବାଦ, ନେବେ 4ରୁ 6 ମାସ ବିଶ୍ରାମ !

ଭାରତୀୟ ଟିମ୍‌କୁ ଲାଗିଲା ଝଟକା । ଟି-20 ବିଶ୍ବକପ୍‌ରୁ ବାଦ ପଡ଼ିଲେ ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଫାଷ୍ଟ ବୋଲର ଜଶପ୍ରୀତ ବୁମରା

10.ବିବାହର 4ବର୍ଷ ପରେ ଦୀପିକା-ରଣଭୀରଙ୍କ ସମ୍ପର୍କରେ ଫାଟ ! ମୁହଁ ଖୋଲିଲେ ଅଭିନେତା

ବିବାହର ଚାରି ବର୍ଷ ପରେ ରଣଭୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ସମ୍ପର୍କକୁ ନେଇ ବିବାଦ ଦେଖାଦେଇଛି ବୋଲି ଚର୍ଚ୍ଚା ହେଉଥିଲା । ବର୍ତ୍ତମାନ ଅଭିନେତା ଖୋଦ୍‌ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି

ABOUT THE AUTHOR

...view details