ଓଡିଶା

odisha

By

Published : Apr 27, 2021, 6:58 PM IST

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1-ଲଞ୍ଚ ହେଲା ଇଟିଭି ବାଲ୍ୟ ଭାରତ: ଉଦଘାଟନ କଲେ ଚେୟାରମ୍ୟାନ ରାମୋଜୀ ରାଓ

ଲଞ୍ଚ ହେଲା ଓଡିଆ ଭାଷାରେ ସର୍ବ ପ୍ରଥମ କାର୍ଟୁନ ଚ୍ୟାନେଲ ‘ଇଟିଭି ବାଲ୍ୟ ଭାରତ ’ । ମାତୃଭାଷାରେ ଏହି ଚ୍ୟାନେଲର ପ୍ରସାରିତ ହେଉଛି ଆକର୍ଷଣୀୟ, କୌତୁଳହଳପୂର୍ଣ୍ଣ , ମଜାଦାର ଆନିମେସନ, ଲାଇଭ ଆକ୍ସନ, ଇଣ୍ଟ୍ରେଷ୍ଟିଙ୍ଗ କଣ୍ଟେଣ୍ଟ ।

2. ସେରମର ସୂଚନା, ମେ 20 ପରେ ମହାରାଷ୍ଟ୍ରକୁ ମିଳିବ କୋଭିଲିଲ୍ଡ ଟିକା

ମେ 20 ପରେ ହିଁ ମହାରାଷ୍ଟ୍ରକୁ କୋଭିସିଲ୍ଡ ଭ୍ୟାକ୍ସିନ ଯୋଗାଣ ହୋଇପାରିବ ବୋଲି ସୂଚନା ଦେଇଛି ସେରମ ଇନଷ୍ଟିଚ୍ୟୁଟ । ଏନେଇ ଜଣାଇଛନ୍ତି ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ।

3. ସିଏମ ରିଲିଫ ପାଣ୍ଠିକୁ 1 କୋଟି ଦେଲା MGM ଗୃପ

ସମସ୍ତଙ୍କ ମାଗଣା ଟୀକାକରଣ ଲାଗି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏ ନେଇ ଖର୍ଚ୍ଚ ହେବ ପ୍ରାୟ 2 ହଜାର କୋଟି ଟଙ୍କା । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ କୋଟିଏ ଟଙ୍କା ଦେଇଛନ୍ତି MGM ଗୃପ ।

4. ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପ୍ରସ୍ତୁତି, ନରେନ୍ଦ୍ର ପୁଷ୍କରିଣୀରୁ କଢା ହେଲା ନନ୍ଦା-ଭଦ୍ରା ଚାପ

ଚନ୍ଦନ ଯାତ୍ରା ପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତି ପର୍ଯ୍ୟାୟ ଆରମ୍ଭ । ନରେନ୍ଦ୍ର ପୁଷ୍କରିଣୀରୁ କଢାଗଲା ନନ୍ଦା ଓ ଭଦ୍ରା ଚାପ ।

5. ପଲିଟିକାଲ ପବ୍ଲିସିଟି ପାଇଁ ଖେଳୁଛି କଂଗ୍ରେସ: ବିଜେପି

ପିପିଲି ଉପନିର୍ବାଚନ ସ୍ଥଗିତ ରଖିବା ପାଇଁ କଂଗ୍ରେସର ଦାବି ଉପରେ ପ୍ରତିକ୍ରୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ।

6. ପାର୍କର ଭ୍ରମ ସୃଷ୍ଟି କରୁଛି ଫାଣ୍ଡି, ଥାନା ମାନ୍ୟତା ପାଇଁ ଦାବି

ପାର୍କର ଭ୍ରମ ସୃଷ୍ଟି କରୁଛି ଫାଣ୍ଡି । ଆଖିରେ ନ ଦେଖିଲେ ଯେ କେହିବି ବିଶ୍ବାସ କରିବେନି । କାରଣ ଏ ଫାଣ୍ଡି ତା'ର ରୂପ ବଦଳାଇ ପାର୍କରେ ପରିଣତ ହୋଇଛି । ଯେଉଁଠି ଭ୍ରମିତ ହେଉଛି ମନ ଆଉ ଲାଖିଯାଉଛି ଆଖି ।

7.କୋରୋନାର ଦ୍ବିତୀୟ ଲହରରେ ଧୋଇ ଯାଇପାରେ ଅଭିବୃଦ୍ଧି

ଭୟଙ୍କର ରୂପେ ନେଉଛି କୋରୋନାର ଦ୍ବିତୀୟ ଲହର । ଆଉ ଏଥିପାଇଁ ଲାଗୁ ହେଉଥିବା କଟକଣା ଅର୍ଥନୀତିକୁ ଡବଲ ଡିଜିଟରେ ତଳକୁ ଖସାଇବା ସମ୍ଭାବନା ଅଧିକ ।

8. ଆଇପିଏଲ 14: ପଏଣ୍ଟ ତାଲିକାର ଶୀର୍ଷରେ ପହଞ୍ଚିବା ଲକ୍ଷ୍ୟରେ ବାଙ୍ଗାଲୋର-ଦିଲ୍ଲୀ

ସନରାଇଜର ହାଇଦ୍ରାବାଦ ବିପକ୍ଷରେ ସୁପର ଓଭରରେ ବିଜୟ ହାସଲ କରିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଟକ୍କର ଦେବ ଦିଲ୍ଲୀ କ୍ୟାପିଟାଲ୍ସ। ଆଇପିଏଲର ଏହି 22ତମ ମ୍ୟାଚକୁ ଜିତି ପଏଣ୍ଟ ତାଲିକାର ଶୀର୍ଷକୁ ପହଞ୍ଚିବାକୁ ଚାହିଁବେ ଉଭୟ ଦଳ।

9. ଆଇପିଏଲ ଶେଷ ପରେ ବିଦେଶୀ ଖେଳାଳିଙ୍କୁ ସୁରକ୍ଷିତ ଫେରାଇବ ବିସିସିଆଇ

ବିଦେଶୀ ଖେଳାଳିଙ୍କୁ ବିସିସିଆଇର ବଡ ଆଶ୍ବାସନା । ଟୁର୍ଣ୍ଣାମେଣ୍ଟ ଶେଷ ହୋଇଯିବାପରେ, ଆଇପିଏଲ ଖେଳୁଥିବା ସମସ୍ତ ବିଦେଶୀ ଖେଳାଳିଙ୍କୁ ନିଜ ଦେଶରେ ସୁରକ୍ଷିତ ପହଞ୍ଚାଇବାକୁ ବିସିସିଆଇର ଘୋଷଣା ।

10. କୋରୋନା ଆକ୍ରାନ୍ତ ନୁହଁନ୍ତି ମିଥୁନ, ଘରେ ବସି ଖାଉଛନ୍ତି ପ୍ରିୟ ଆଳୁପୋସ୍ତ

ମିଥୁନ ଚକ୍ରବର୍ତ୍ତୀଙ୍କୁ କୋରୋନା ହେବାର ଖବର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଥିଲା । କିନ୍ତୁ ଏବେ ମିଥୁନଙ୍କ ପରିବାର ଏହି ଖବରକୁ ମିଥ୍ୟା ବୋଲି କହିଛନ୍ତି ।

ABOUT THE AUTHOR

...view details