ଓଡିଶା

odisha

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

By

Published : Sep 1, 2022, 7:03 AM IST

ଦେଶ ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

  • ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜି ପଶ୍ଚିମ ଓଡିଶାରେ ଗଣପର୍ବ ନୂଆଁଖାଇ । ଉତ୍ସବମୁଖର ପଶ୍ଚିମ ଓଡିଶା
  • ଆଜି ଚାଷୀଙ୍କୁ ମିଳିବ କାଳିଆ ସହାୟତା
  • ଆଜି ସରିବ ଯୁକ୍ତ ୩ ନାମଲେଖା ଆବେଦନ
  • ଆଜି ମହାଲକ୍ଷ୍ମୀ ପାଳିବେ ଋଷି ପଞ୍ଚମୀ ବ୍ରତ
  • ଆଜି କେରଳ ଗସ୍ତରେ ଯିବେ ମୋଦି
  • ଦିଲ୍ଲୀରେ ଇନଭେଷ୍ଟରର୍ସ ମିଟର ଦ୍ବିତୀୟ ଦିନ
  • ରାଜ୍ୟରେ ଦୁର୍ବଳ ମୌସୁମୀ । ଆସନ୍ତା ୫ ଦିନ ଓଡିଶାରେ ବଡ ବର୍ଷାର ନାହିଁ ସମ୍ଭାବନା
  • ଏସିଆ କପ୍ । ଆଜି ଶ୍ରୀଲଙ୍କା ବାଂଲାଦେଶ ମୁକାବିଲା

ABOUT THE AUTHOR

...view details