-
- ଆଜିଠୁ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ।
- ଆଜି ଆସିବ OMISURE ଟେଷ୍ଟିଂ କିଟ୍ ।
- ଆଜି ବିଶ୍ବ ଅର୍ଥନୀତି ଫୋରମ ସମ୍ମିଳନୀରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।
- ଆଜିଠୁ ରାଜ୍ୟରେ ଘନ କୁହୁଡି ନେଇ ୮ ଜିଲ୍ଲାକୁ ସତର୍କ ସୂଚନା ।
- ଆଜିଠୁ ଓୟୁଏଟିରେ ଅନୁମୋଦନ ପ୍ରକ୍ରିୟା ।
- punjab poll, ଆଜି ସିଟ ବାଣ୍ଟିବା ପାଇଁ ବିଜେପିର ବଡ ବୈଠକ ।
- ଆଜି ପିଏମ ଗତି ଶକ୍ତି ଉପରେ ଆଲୋଚନାଚକ୍ରର ଉଦଘାଟନ କରିବେ ଗଡକରୀ ।
- ଆଜି ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ହୋଇପାରେ କୋରୋନା ସ୍ଥିତି ସମୀକ୍ଷା ।
- ଆଜିଠୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ୟତି ନରସିଂହନନ୍ଦ ।
- ଆଜିଠୁ କାର୍ଯ୍ୟକ୍ଷମ ହେବ ବୋଷ କୋଭିଡ ଯତ୍ନ କେନ୍ଦ୍ର ।
News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
Last Updated : Jan 17, 2022, 7:11 AM IST