ଜୟପୁର: ରାଜସ୍ଥାନର ବରମାର ପରେ ପୁଣିଥରେ ଦଳିତଙ୍କୁ ମାଡ ମାରିବାର ଭିଡିଓ ଏବେ ଭାଇରାଲ ହୋଇଛି। ଏହି ଘଟଣା ଘଟିଛି ରାଜ୍ୟର ସିରୋହୀ ଅଞ୍ଚଳରେ । ଭିଡିଓରେ ଜଣେ ଛାତ୍ର ଛିଡା ହୋଇଥିବାବେଳେ କିଛି ଛାତ୍ର ତାଙ୍କୁ ବାଡିରେ ପିଟିବାରେ ଲାଗିଛନ୍ତି । ଆଉ ପାରିପାର୍ଶ୍ବିକ ସ୍ଥିତିରୁ ଯାହା ଜଣାପଡୁଛି ଏହା କୌଣସି ଏକ ବିଦ୍ୟାଳୟର ବୋଲି ଜଣାପଡୁଛି ।
ଶିକ୍ଷା ମନ୍ଦିରରେ ଦଳିତ ଛାତ୍ରକୁ ନିସ୍ତୁକ ମାଡ
ରାଜସ୍ଥାନର ବରମାର ପରେ ପୁଣିଥରେ ଦଳିତଙ୍କୁ ମାଡ ମାରିବାର ଭିଡିଓ ଏବେ ଭାଇରାଲ ହୋଇଛି। ଏହି ଘଟଣା ଘଟିଛି ରାଜ୍ୟର ସିରୋହୀ ଅଞ୍ଚଳରେ । ଅଧିକ ଖବର ପଢନ୍ତୁ...
ଶିକ୍ଷା ମନ୍ଦିରରେ ଦଳିତ ଛାତ୍ରକୁ ନିସ୍ତୁକ ମାଡ
ତେବେ ଖବର ଅନୁଯାୟୀ, ଭୀର ଝାଡୋଲି ସରକାରୀ ସ୍କୁଲର ଏହି ଭିଡିଓ ବୋଲି ଜଣାପଡିଛି । ଯାହା ବାରଲୁତ ପୋଲିସ ଥାନା ଅନ୍ତର୍ଗତରେ ଥିବା ଚର୍ଚ୍ଚା ହେଉଛି । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ