ଓଡିଶା

odisha

By

Published : Jun 7, 2020, 5:01 PM IST

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ରାଜ୍ୟରୁ ଆସିଲା ଆଶ୍ବସ୍ତିକର ଖବର, ସୁସ୍ଥ ହେଲେ ସର୍ବାଧିକ 178

ରାଜ୍ୟରେ ସର୍ବାଧିକ 178 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 1894 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି...

2.‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା

ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ବାରା ଲିଖିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରାଯାଇଛି..

3.ସୋସିଆଲ ମିଡିଆରେ ମହାପ୍ରଭୁଙ୍କ ନୀତିକୁ ନେଇ କାର୍ଟୁନ: ସେବାୟତଙ୍କ ଦୃଢ ପ୍ରତିବାଦ

ସୋସିଆଲ ମିଡିଆରେ ମହାପ୍ରଭୁ ଜଗନ୍ନାଥ, ବଡ ଠାକୁର ବଳଭଦ୍ର ଓ ଶକ୍ତିରୂପିଣୀ ସୁଭଦ୍ରାଙ୍କ ଜ୍ବର ଓ ଜ୍ବରମାପକ ଥର୍ମୋମିଟର ପାଟିରେ ରଖି ଖଟରେ ଶୟନ କରିଥିବା ଫଟୋକୁ ନେଇ ବିବାଦ ଓ ପ୍ରତିବାଦ..

4.ସୋପିଆନରେ ଏନକାଉଣ୍ଟର, 3 ଆତଙ୍କୀ ନିହତ

ଏନକାଉଣ୍ଟରରେ ସୁରକ୍ଷା କର୍ମୀ ଗୁଳିରେ 3 ଆତଙ୍କବାଦୀ ନିହତ ହୋଇଛନ୍ତି। ଆହୁରି 3-4 ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳୁଛି..

5.ମାଲେରୁ 700 ଭାରତୀୟଙ୍କୁ ଧରି ପହଞ୍ଚିଲା INS ଜଲଶ୍ବା

ମାଲେରେ ଫସିଥିବା 700 ଭାରତୀୟଙ୍କୁ ଧରି ରବିବାର ତାମିଲନାଡୁର ଟ୍ୟୁଟିକୋରିନ ବନ୍ଦରରେ ସୁରକ୍ଷିତ ଭାବରେ ଆଣି ପହଞ୍ଚାଇଛି ଭାରତୀୟ ନୌସେନା ଜାହାଜ ଜଲଶ୍ବା..

6. ରାଜ୍ୟରେ ପୁଣି 75 କୋରୋନା ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡରେ ସର୍ବାଧିକ 18

ରାଜ୍ୟରେ ରବିବାର 16ଟି ଜିଲ୍ଲାରେ 75 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2856ରେ ପହଞ୍ଚିଛି ..

7. ଦେଶରେ 24 ଘଣ୍ଟାରେ ରେକର୍ଡ ସଂଖ୍ୟକ କୋରୋନା ପଜିଟିଭ, 287 ମୃତ୍ୟୁ ରେକର୍ଡ

ଦେଶରେ ଗତ 24 ଘଣ୍ଟାରେ ରେକର୍ଡ ସଂଖ୍ୟକ 9971 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ କୋରୋନା ପଜିଟିଭ ସଂଖ୍ୟା 2,46,628ରେ ପହଞ୍ଚିଛି..

8. ଲଘୁଚାପ ବର୍ଷାରେ ଭିଜିବ ଓଡିଶା, 11 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଲଘୁଚାପ ପ୍ରଭାବରେ ରାଜ୍ୟରେ ୮ ତାରିଖରୁ ବଢ଼ିବ ବର୍ଷାର ପରିମାଣ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡିକ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି..

9. ପଙ୍ଗପାଳ ମୁକାବିଲାରେ ସାମିଲ ହେବ ଭାରତୀୟ ବାୟୁସେନା MI -17ର ହେଲିକପ୍ଟର

ପଙ୍ଗପାଳ ଆକ୍ରମଣଙ୍କୁ ନିୟନ୍ତ୍ରଣ ଓ ମୁକାବିଲା ପାଇଁ ଭାରତୀୟ ବାୟୁସେନା ଚପର ନିୟୋଜିତ କରିବ । ଆକାଶ ମାର୍ଗରୁ ପଙ୍ଗପାଳଙ୍କୁ ନାଶ କରିବା ପାଇଁ ସ୍ପ୍ରେ ଯୋଗେ ପାଇଁ ପାଞ୍ଚଟି MI -17 ହେଲିକପ୍ଟରରେ ନିୟୋଜିତ କରାଯିବ..

10.ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା 4 ଲକ୍ଷ ପାର, 24 ଘଣ୍ଟାରେ 80 ହଜାର ନୂଆ ମାମଲା

ବିଶ୍ବବ୍ୟାପୀ କୋରୋନା ସଂକ୍ରମଣ ଓ ବିସ୍ତାରରେ ରୋକ ଲାଗୁନଥିବା ବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ ପାର କରିଛି । ସେହିପରି ଗତ 24 ଘଣ୍ଟା ମଧ୍ୟରେ 2,680 ଜଣଙ୍କ ମୃତ୍ୟୁ ହୋଇଛି ..

ABOUT THE AUTHOR

...view details