ଓଡିଶା

odisha

ରାଜ୍ୟସଭାରେ ଦାଦ୍ରାନଗର ହାବେଳୀ ଓ ଡାମନ ଡିଉ ବିଲ ପାରିତ

By

Published : Dec 3, 2019, 7:28 PM IST

ଦାଦ୍ରା ନଗର ହାବେଳୀ ଏବଂ ଡାମନ-ଡିଉ(କେନ୍ଦ୍ରଶାସିତ ଅଞ୍ଚଳ ମିଶ୍ରଣ) ବିଧେୟକ, 2019 ରାଜ୍ୟସଭାରେ ପାରିତ। ପୂର୍ବରୁ ଏହି ବିଧେୟକ ଲୋକସଭାରେ ପାରିତ ହୋଇଥିବା ବେଳେ ମଙ୍ଗଳବାର ରାଜ୍ୟସଭାରେ ଏହା ଧ୍ବନିମତରେ ପାରିତ ହୋଇଛି।

dadra nagar haveli and daman diu merger of union territories bill 2019
ରାଜ୍ୟସଭାରେ ଦାଦ୍ରା ନଗର ହାବେଳୀ ଓ ଡାମନ ଡିଉ ବିଲ ପାରିତ

ନୂଆଦିଲ୍ଲୀ: ଦାଦ୍ରା ନଗର ହାବେଳୀ ଏବଂ ଡାମନ-ଡିଉ(କେନ୍ଦ୍ରଶାସିତ ଅଞ୍ଚଳ ମିଶ୍ରଣ) ବିଧେୟକ, 2019 ରାଜ୍ୟସଭାରେ ପାରିତ। ପୂର୍ବରୁ ଏହି ବିଧେୟକ ଲୋକସଭାରେ ପାରିତ ହୋଇଥିବାବେଳେ ମଙ୍ଗଳବାର ରାଜ୍ୟସଭାରେ ଏହା ଧ୍ବନିମତରେ ପାରିତ ହୋଇଛି ।

ଭିଡିଓ ସୌଜନ୍ୟ: ରାଜ୍ୟସଭା ଟିଭି

ଦୁଇ କେନ୍ଦ୍ର ଶାସିତ ଅଞ୍ଚଳର ମିଶ୍ରଣ କରିବାକୁ ଥିବା ଏହି ବିଧେୟକ ରାଜ୍ୟସଭାରେ ପାରିତ କରାଯାଇଛି। ନିକଟ ଅତୀତରେ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଛି। ବର୍ତ୍ତମାନ ଦେଶରେ 9ଟି କେନ୍ଦ୍ର ଶାସିତ ଅଞ୍ଚଳ ରହିଛି।

For All Latest Updates

TAGGED:

ABOUT THE AUTHOR

...view details