ଓଡିଶା

odisha

By

Published : Jun 1, 2020, 3:44 PM IST

ETV Bharat / bharat

ଆସୁଛି ବାତ୍ୟା, ବର୍ଷାରେ ଭିଜିଲା ମାୟାନଗରୀ ମୁମ୍ବାଇ

ଆରବ ସାଗରରେ ଦାନା ବାନ୍ଧୁଛି ବାତ୍ୟା । ଆଉ ଏହାର ପ୍ରଭାବ ମହାରାଷ୍ଟ୍ର ଓ ଗୁଜୁରାଟରେ ଦେଖିବାକୁ ମିଳିଲାଣି । ବର୍ଷାରେ ଭିଜିଛି ମାୟାନଗରୀ ମୁମ୍ବାଇ । ମେଘୁଆ ପାଗ ରହିବା ସହିତ କିଛି ସ୍ଥାନରେ ବର୍ଷା ହୋଇଛି । ଅଧିକ ପଢନ୍ତୁ....

Rain lashed parts of Mumbai, earlier today
ହାଲକା ବର୍ଷାରେ ଭିଜିଲା ମାୟାନଗରୀ ମୁମ୍ବାଇ

ମୁମ୍ବାଇ:ଆରବ ସାଗରରେ ଦାନା ବାନ୍ଧୁଛି ବାତ୍ୟା । ଆଉ ଏହାର ପ୍ରଭାବ ମହାରାଷ୍ଟ୍ର ଓ ଗୁଜୁରାଟରେ ଦେଖିବାକୁ ମିଳିଲାଣି । ବର୍ଷାରେ ଭିଜିଲା ମାୟାନଗରୀ ମୁମ୍ବାଇ । ମାୟା ନଗରୀ ମୁମ୍ବାଇରେ ହାଲକା ବର୍ଷା ହୋଇଛି । ମହାରାଷ୍ଟ୍ରର ବିଭିନ୍ନ ସ୍ଥାନ ସମେତ ମୁମ୍ବାଇରେ ମଧ୍ୟ ବର୍ଷା ହୋଇଛି । ସୋମବାର ପାଗ ମେଘୁଆ ରହିବା ସହିତ କିଛି ସ୍ଥାନରେ ହାଲକା ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ତେବେ ଏଭଳି ପାଗ ଗୋଟିଏ ସପ୍ତାହ ଧରି ଲାଗି ରହିବା ବୋଲି ଆକଳନ କରିଛି ବିଭାଗ । ଆଗକୁ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି ।

ସୌଜନ୍ୟ @ANI

For All Latest Updates

TAGGED:

imd

ABOUT THE AUTHOR

...view details