ଓଡିଶା

odisha

By

Published : Mar 30, 2020, 5:55 PM IST

ETV Bharat / bharat

କୋରୋନା ସହାୟତା: 25 କୋଟି ଦେଲେ ବାବା ରାମଦେବ

ପତଞ୍ଜଳୀ ମୁଖ୍ୟ ତଥା ଯୋଗଗୁରୁ ବାବା ରାମଦେବ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ 25 କୋଟି ଟଙ୍କା ଦାନ କରିଛନ୍ତି ।

corona upadate
କୋରୋନା ମୁକାବିଲା ପାଇଁ 25 କୋଟି ଦାନ କଲେ ରାମଦେବ ବାବା

ନଆଦିଲ୍ଲୀ: କୋରୋନା ବ୍ୟାପିବାରୁ ରୋକିବା ପାଇଁ ଦେଶରେ 21 ଦିନ ଲକ ଡାଉନ ଘୋଷଣା କରାଯାଇଛି । ଏଭଳି ପରିସ୍ଥିତିରେ ଦେଶର ଅର୍ଥନୀତି ଦୋହଲି ପଡିଥିବା ବେଳେ ବହୁ ନେତା ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କୋରୋନା ସହାୟତା ସ୍ବରୁପ ଟଙ୍କା ଦାନ କରୁଛନ୍ତି । ତେବେ ଏହି କ୍ରମରେ ପତଞ୍ଜଳୀ ମୁଖ୍ୟ ତଥା ଯୋଗଗୁରୁ ରାମଦେବ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ 25 କୋଟି ଦାନ କରିଛନ୍ତି ।

ପ୍ରକାଶ ଥାଉକି, ମାରାତ୍ମକ କୋରୋନା କାରଣରୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 1071ରେ ପହଞ୍ଚିଥିବା ବେଳେ 30 ଜଣ ପ୍ରାଣ ହରାଇ ସାରିଲେଣି ।

ABOUT THE AUTHOR

...view details