ଗାନ୍ଧୀନଗର: ଗୁଜୁରାଟ ଉପକୂଳରେ ବେଆଇନ ଭାବେ ଭାରତୀୟ ଜଳ ସୀମା ଉଲଙ୍ଘନ କରି ମାଛ ମାରୁଥିବା ଦୁଇଜଣ ପାକିସ୍ତାନ ଧୀବରଙ୍କୁ ସୀମା ସୁରକ୍ଷା ବଳ (ବିଏସଏଫ) ଗିରଫ କରିଛି । ଗିରଫ ଧୀବରଙ୍କ ଠାରୁ ଏକ ବୋଟ ଜବତ କରାଯାଇଛି । ତେବେ ସେ ଅଞ୍ଚଳରୁ କୌଣସି ସନ୍ଦିଗ୍ଧ ବସ୍ତୁ ଠାବ କରାଯାଇନାହିଁ।