ଓଡିଶା

odisha

By

Published : Jun 23, 2020, 10:01 AM IST

ETV Bharat / bharat

ମନ୍ତ୍ରୀ କେ. ସୁଧାକରଙ୍କ ସ୍ତ୍ରୀ ଓ ଝିଅ କୋରୋନା ପଜେଟିଭ

ମନ୍ତ୍ରୀ କେ. ସୁଧାକରଙ୍କ ସ୍ତ୍ରୀ ଓ ଝିଅ କୋରୋନା ପଜେଟିଭ । ମନ୍ତ୍ରୀ ଓ ତାଙ୍କ ଦୁଇପୁଅଙ୍କ ରିପୋର୍ଟ କୋରୋନା ନେଗେଟିଭ । ଅଧିକ ପଢନ୍ତୁ...

Corona positive to Minister Sudhakar family
ମନ୍ତ୍ରୀ କେ. ସୁଧାକରଙ୍କ ସ୍ତ୍ରୀ ଓ ଝିଅ କୋରୋନା ପଜେଟିଭ

ବେଙ୍ଗାଲୁରୁ :କର୍ଣ୍ଣାଟକ ସ୍ବାସ୍ଥ୍ୟ ମନ୍ତ୍ରୀ କେ. ସୁଧାକରଙ୍କ ସ୍ତ୍ରୀ ଓ ଝିଅ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ତେବେ କେ.ସୁଧାକର ଓ ତାଙ୍କ 2 ପୁଅଙ୍କ ରିପୋର୍ଟ କୋରୋନା ନେଗେଟିଭ ଆସିଥିବା ସୂଚନା ମିଳିଛି । ତେବେ ମନ୍ତ୍ରୀଙ୍କ ସ୍ତ୍ରୀ ଓ ଝିଅ ଚିକିତ୍ସାଧୀନ ରହିଥିବା ଜଣାପଡିଛି ।

ମନ୍ତ୍ରୀ କେ. ସୁଧାକରଙ୍କ ସ୍ତ୍ରୀ ଓ ଝିଅ କୋରୋନା ପଜେଟିଭ

କୋରୋନା ଭାଇରସ ଦିନକୁ ଦିନ ତାର କାୟା ବିସ୍ତାର କରୁଥିବାବେଳେ ପ୍ରତିଦିନ ନୂଆ ନୂଆ ପଜେଟିଭ ଟିହ୍ନଟ ହୋଇଛନ୍ତି । ତେବେ ଭାରତରେ କୋରୋନା ପଜେଟିଭଙ୍କ ସଂଖ୍ୟା 425282 ରହିଥିବାବେଳେ, ମୃତ୍ୟୁ ସଂଖ୍ୟା 13699 ରହିଛି । ତେବେ କର୍ଣ୍ଣାଟକରେ ମଧ୍ୟ କୋଭିଡ ପଜେଟିଭଙ୍କ ସଂଖ୍ୟା 9150 ରହିଥିବାବେଳେ ମୃତକଙ୍କ ସଂଖ୍ୟା 137 ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details