ଓଡିଶା

odisha

100 କୋଟିର ହେରୋଇନ ଜବତ, 3 ଗିରଫ

By

Published : Oct 17, 2019, 12:14 PM IST

ନୂଆଦିଲ୍ଲୀରେ 25 କିଲୋଗ୍ରାମ ହେରୋଇନ ଜବତ । 3 ଜଣ ଗିରଫ । ଜବତ ହୋଇଥିବା ହେରୋଇନର ଆନୁମାନିକ ମୂଲ୍ୟ ପାଖାପାଖି 100 କୋଟି ହୋଇଥିବା ସୂଚନା।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ସଫଳତା । ପ୍ରାୟ 25 କିଲୋଗ୍ରାମ ହେରୋଇନ ଜବତ ହେବା ସହ 3 ଗିରଫ । ଜବତ ହୋଇଥିବା ହେରୋଇନର ଆନୁମାନିକ ମୂଲ୍ୟ ପାଖାପାଖି 100 କୋଟି ହୋଇଥିବା ସୂଚନା।

ଏ ଘଟଣାରେ ତିନି ଜଣଙ୍କୁ ଗିରଫ କରାଯିବା ପରେ ଅଧିକ ପଚରାଉଚରା ଜାରି ରଖିଛି ପୋଲିସ।

ABOUT THE AUTHOR

...view details