National Herald Case: ଆସନ୍ତାକାଲି ED କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ - କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
🎬 Watch Now: Feature Video
ଭୁବନେଶ୍ବର: ସୋନିଆ ଗାନ୍ଧୀ ଓ ରାହୁଲଙ୍କୁ ବାରମ୍ବାର ଇଡି (Enforcement Directorate) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିବା ନେଇ କ୍ଷୋଭ ପ୍ରକାଶ କରିଛି କଂଗ୍ରେସ । ପ୍ରଶାସନର ସ୍ୱଚ୍ଛତା ଉପରେ ଦଳ ପ୍ରଶ୍ନ ଉଠାଇଛି । ଏହାକୁ ତୀବ୍ର ବିରୋଧ କରି ଆସନ୍ତାକାଲି ଭୁବନେଶ୍ୱର ED କାର୍ଯ୍ୟାଳୟ ଆଗରେ ରାଜ୍ୟ କଂଗ୍ରେସ ପକ୍ଷରୁ ଧାରଣା ଦେବାକୁ ଚେତାବନୀ ଦିଆଯାଇଛି । PCC ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହେବ ।
ଇଟିଭି ଭାରତ, ଭୁବନେଶ୍ବର