ଭୁବନେଶ୍ବର ବାଲିଯାତ୍ରାର ଅଷ୍ଟମ ସନ୍ଧ୍ୟା, ମତୁଆଲା କଲେ ହ୍ୟୁମାନ ସାଗର

By

Published : Nov 16, 2022, 7:24 AM IST

Updated : Feb 3, 2023, 8:32 PM IST

thumbnail
ଭୁବନେଶ୍ବର: ଚାଲିଛି ଭୁବନେଶ୍ବର ବାଲିଯାତ୍ରା । ସନ୍ଧ୍ୟାହେଲେ କୁଆଖାଇ ପଠାରେ ଜମୁଛି ଭିଡ । ବାଲିଯାତ୍ରାର ଅଷ୍ଟମ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ସାଜିଥିଲେ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ହ୍ୟୁମାନଙ୍କ ଗୀତ ଶୁଣିବାକୁ ନାହିଁ ନଥିବା ଲୋକଙ୍କ ଭିଡ ରହିଥିଲା । ତତେ ଗାଇଦେଲେ ତୁ ଗୀତ ହେଇଯାଉ, ବାପା..ହାତ ଧରି ମୋର ଚାଲି ଶିଖେଇଲ ଗୀତରେ ଦର୍ଶକଙ୍କ ମନମୋହିଥିଲେ ହ୍ୟୁମାନ ସାଗର ।
Last Updated : Feb 3, 2023, 8:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.