ଚନ୍ଦ୍ରଗ୍ରହଣ: ଜଗନ୍ନାଥ ସଂସ୍କୃତିକୁ ଅନୁସରଣ କରନ୍ତି ସୁର

By

Published : Nov 8, 2022, 9:23 PM IST

Updated : Feb 3, 2023, 8:31 PM IST

thumbnail
ଭୁବନେଶ୍ବର: ଆଜି ହୋଇଛି ଚନ୍ଦ୍ରଗ୍ରହଣ । ଜ୍ୟୋତିଷଶାସ୍ତ୍ର ଅନୁସାରେ ଆଜି ଅପରାହ୍ନରୁ ସଂଧ୍ୟା ପର୍ଯ୍ୟନ୍ତ ଗ୍ରହଣ ସମୟରେ ଦେବ ନୀତି ଓ ପାକ ନିଷେଧ କରାଯାଇଥିଲା । ଚନ୍ଦ୍ର ଗ୍ରହଣ ସମୟରେ ପାକ ନିଷେଧ ଥାଏ । କାରଣ ଏହି ସମୟରେ କୌଣସି ଖାଦ୍ୟ ସାମଗ୍ରୀ ଖାଇବା ଅନିବାର୍ଯ୍ୟ ଅଟେ । ତେବେ କଂଗ୍ରେସ ବିଧାୟକ ସୁର ରାଉତରାୟ ଜଗନ୍ନାଥ ସଂସ୍କୃତିକୁ ଅନୁସରଣ କରନ୍ତି । ଏନେଇ ଆଜି ସୁର ଚୁଡା ଖାଇଛନ୍ତି । ତେବେ ସୁର ଚନ୍ଦ୍ର ଗ୍ରହଣରେ କଣ କରନ୍ତି ଆସନ୍ତୁ ଶୁଣିବା । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.