ETV Bharat / state

ଟିକା ନେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ - କୋରୋନା ଟିକା

ଜିଲ୍ଲାପାଳ ମନୀଷା ବାନାର୍ଜୀ ଆଜି କୋରୋନା ଟିକା ନେଇଛନ୍ତି । ଜିଲ୍ଲାପାଳଙ୍କ ସହିତ ଜିଲ୍ଲାର 150 ଜଣ କର୍ମଚାରୀଙ୍କୁ ଟିକା ପ୍ରଦାନ କରାଯାଇଛି ।

ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସୁରକ୍ଷା ଓ ସମାଜର ହିତ ପାଇଁ ନିଜ ସମୟ ଆସିଲେ ଟିକା ନିଅ: ସୁବର୍ଣ୍ଣପୁର ଜିଲ୍ଲାପାଳ

author img

By

Published : Feb 6, 2021, 3:13 PM IST

ସୁବର୍ଣ୍ଣପୁର: ଜିଲ୍ଲାପାଳ ମନୀଷା ବାନାର୍ଜୀ ଆଜି କୋରୋନା ଟିକା ନେଇଛନ୍ତି । ଜିଲ୍ଲାପାଳଙ୍କ ସହିତ ଜିଲ୍ଲାର 150 ଜଣ କର୍ମଚାରୀଙ୍କୁ ଟିକା ପ୍ରଦାନ କରାଯାଇଛି । ସହରର ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହୋଇଥିବା ଟୀକାକରଣ କେନ୍ଦ୍ରରେ ସରକାରୀ କର୍ମଚାରୀଙ୍କୁ ଏହି ଟିକା ପ୍ରଦାନ କରାଯାଇଛି।

ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସୁରକ୍ଷା ଓ ସମାଜର ହିତ ପାଇଁ ନିଜ ସମୟ ଆସିଲେ ଟିକା ନିଅ: ସୁବର୍ଣ୍ଣପୁର ଜିଲ୍ଲାପାଳ

ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ 180 ଜଣଙ୍କୁ ଟୀକାକରଣ କରିବା ପାଇଁ ସୂଚନା ପ୍ରଦାନ କରାଯାଇଥିଲା । ତେବେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀ ଟୀକାକରଣ କେନ୍ଦ୍ରକୁ ପହଞ୍ଚିଥିଲେ। ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସୁରକ୍ଷା ଓ ସମାଜର ହିତ ପାଇଁ ନିଜ ସମୟ ଆସିଲେ ଭୟଭୀତ ନହୋଇ ଟିକା ନେବା ପାଇଁ ଜିଲ୍ଲାପାଳ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.