ETV Bharat / state

ତିନି ମାସର ଫି ଛାଡ଼ କରିବାକୁ ସୁବର୍ଣ୍ଣପୁର ଛାତ୍ର କଂଗ୍ରେସର ଦାବି

author img

By

Published : Jun 3, 2020, 2:56 PM IST

କୋଭିଡ19 ମହାମାରୀ ପାଇଁ ଛାତ୍ରଛାତ୍ରୀଙ୍କ ତିନି ମାସର ଫି ଛାଡ଼ କରିବା ସହିତ ଚଳିତ ଶିକ୍ଷା ବର୍ଷର ପ୍ରବେଶିକା ଫି ଛାଡ଼ କରିବା ପାଇଁ ଦାବି କରିଛି ସୁବର୍ଣ୍ଣପୁର ଛାତ୍ର କଂଗ୍ରେସ ।

ତିନି ମାସର ଫି ଛାଡ଼ କରିବାକୁ ସୁବର୍ଣ୍ଣପୁର ଛାତ୍ର କଂଗ୍ରେସର ଦାବି
ତିନି ମାସର ଫି ଛାଡ଼ କରିବାକୁ ସୁବର୍ଣ୍ଣପୁର ଛାତ୍ର କଂଗ୍ରେସର ଦାବି

ସୁବର୍ଣ୍ଣପୁର: କୋଭିଡ19 ମହାମାରୀ ପାଇଁ ଛାତ୍ରଛାତ୍ରୀଙ୍କ ତିନି ମାସର ଫି ଛାଡ଼ କରିବା ସହିତ ଚଳିତ ଶିକ୍ଷା ବର୍ଷର ପ୍ରବେଶିକା ଫି ଛାଡ଼ କରିବା ପାଇଁ ଦାବି କରିଛି ସୁବର୍ଣ୍ଣପୁର ଛାତ୍ର କଂଗ୍ରେସ । ପୂର୍ବତନ ବିଧାୟକ ବିନୋଦ ପାତ୍ରଙ୍କ ନେତୃତ୍ତ୍ବରେ ଏକ ଛାତ୍ର ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ନୀତି ରଞ୍ଜନ ସେନଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି ।

ଏହାସହ ଛାତ୍ର କଂଗ୍ରେସ ସେହିପରି ହଷ୍ଟେଲ ଛାତ୍ରଛାତ୍ରୀଙ୍କ ପାଇଁ ମାସିକ ହଷ୍ଟେଲ ଫି ସାଙ୍ଗକୁ ତିନି ମାସର ବୋଡିଂ ଫି ଛାଡ଼ କରିବା ପାଇଁ ଦାବି କରିଛନ୍ତି । ଜିଲ୍ଲାପାଳଙ୍କୁ ଭେଟି ମନୀଷା ବାନାର୍ଜୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିବା ସୂଚନା ରହିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.