ETV Bharat / state

ସୁବର୍ଣ୍ଣପୁରରେ ପ୍ରଥମ ଜିଲ୍ଲା ପରିଷଦ ବୈଠକ - ସୁବର୍ଣ୍ଣପୁରରେ ପ୍ରଥମ ଜିଲ୍ଲା ପରିଷଦ ବୈଠକ

ପ୍ରଥମ ଜିଲ୍ଲା ପରିଷଦ ବୈଠକ ଆୟୋଜିତ ହୋଇଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ଅଧ୍ୟକ୍ଷତା କରିଥିଲେ । ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ନେଇ ଆଲୋଚନା କରାଯାଇଥିଲା। ଅଧିକ ପଢ଼ନ୍ତୁ

first Zilla Parishad meeting held in subanrapur
ସୁବର୍ଣ୍ଣପୁରରେ ପ୍ରଥମ ଜିଲ୍ଲା ପରିଷଦ ବୈଠକ
author img

By

Published : Jun 24, 2022, 4:15 PM IST

ସୁବର୍ଣ୍ଣପୁର: ପ୍ରଥମ ଜିଲ୍ଲା ପରିଷଦ ବୈଠକ ଆୟୋଜିତ ହୋଇଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ଅଧ୍ୟକ୍ଷତା କରିଥିଲେ। ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ନେଇ ଆଲୋଚନା କରାଯାଇଥିଲା।

ସୁବର୍ଣ୍ଣପୁରରେ ପ୍ରଥମ ଜିଲ୍ଲା ପରିଷଦ ବୈଠକ

ଏହି ବୈଠକରେ ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇଛନ୍ତି । ଏଥିସହ ରାଜ୍ୟ ଅର୍ଥମନ୍ତ୍ରୀ ତଥା ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ମଧ୍ୟ ସାମିଲ ହୋଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାର କୃଷି ,ସମବାୟ ,ମତ୍ସ୍ୟ ,ପଶୁ ସମ୍ପଦ ,ଶିକ୍ଷା ବିଭାଗର ଉନ୍ନୟନ ମୂଳକ ଯୋଜନା, ହିତାଧିକାରୀ ଚୟନ ଓ ହିତାଧିକାରୀଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ସେହିପରି ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରାଯିବା ସହ ଗୃହ ଓ ପୂର୍ତ୍ତ ବିଭାଗ ,ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପ ବିଷୟରେ ବିବୃତ୍ତି ରଖାଯାଇଥିଲା। ପ୍ରକଳ୍ପ ଗୁଡିକର ଅଗ୍ରଗତି ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ,ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ଅଧିକାରୀମାନଙ୍କଠାରୁ ଉତ୍ତର ଲୋଡିଥିଲେ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.