ETV Bharat / state

ଧଳାଜହର ବିକ୍ରି କରୁଥିଲେ, 2 ଜଣଙ୍କୁ ବାନ୍ଧିଲା ପୋଲିସ୍

ବାସେଳୀ ସାହି ଥାନା ପୋଲିସ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ 2 ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

author img

By

Published : Jun 14, 2021, 6:24 PM IST

ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ 2 ଗିରଫ
ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ 2 ଗିରଫ

ପୁରୀ: ବାସେଳୀ ସାହି ଥାନା ପୋଲିସ 2 ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ 5 ଗ୍ରାମ ବ୍ରାଉନସୁଗାର ପୋଲିସ ଜବତ କରିଛି ।

ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ 2 ଗିରଫ
ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ 2 ଗିରଫ

ଗିରଫ ଅଭିଯୁକ୍ତ 2 ଜଣ ହେଲେ ପୁରୀ ଜଗନ୍ନାଥ ବସ୍ତିର ଅକ୍ଷୟ ବେହେରା ଓ ଚୁଡ଼ଙ୍ଗ ସାହିର ବୁଧନ ସ୍ୱାଇଁ। ପୋଲିସ ସୂଚନା ଅନୁଯାୟୀ ଆଗକୁ ଦେବସ୍ନାନ ପୂର୍ଣ୍ଣିମା ଥିବାବେଳେ ନିଶା ବେପାରିଙ୍କ ଉପରେ ବାସେଳୀସାହି ଥାନା ପୋଲିସ ପକ୍ଷରୁ ସ୍ପେଶିଆଲ ଡ୍ରାଇଭ କରାଯାଇଥିଲା।

ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ 2 ଗିରଫ

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.