ETV Bharat / state

ଆଗପଟେ କୁକୁଡା ଫାର୍ମ, ପଛପଟେ ଚାଲିଥଲା ଚୋରା କାଠ କାରବାର

ଘର ସାମ୍ନାରେ କୁକୁଡା ଫାର୍ମ ଆଉ ଏହାର ପଛ ପଟେ ଚାଲିଥଲା ଚୋରା କାଠ କାରବାର । ଯାହାର ପର୍ଦ୍ଦାଫାଶ କରିଛି ବନବିଭାଗ । ଅଧିକ ପଢନ୍ତୁ...

author img

By

Published : Feb 3, 2020, 7:12 PM IST

Wood Seized
କାଠ ଚୋରା ଚାଲଣ

ବାରିପଦା: ଘର ସାମ୍ନାରେ କୁକୁଡା ଫାର୍ମ ଆଉ ଏହାର ପଛ ପଟେ ଚାଲିଥଲା ଚୋରା କାଠ କାରବାର । ଏହି କାଠ ଚୋରା ଚାଲଣର ପର୍ଦ୍ଦାଫାଶ କରିଛି ବାରିପଦା ବନ ବିଭାଗ। ଦୀର୍ଘ ଦିନ ଧରି ବନ୍ଦ ଥିବା କୁକୁଡା ଫାର୍ମରେ କାଠ ଚୋରାଚାଲଣ କରାଯାଉଥିବାର ଖବର ପାଇ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା।

ଆଗପଟେ କୁକୁଡା ଫାର୍ମ, ପଛପଟେ ଚାଲିଥଲା ଚୋରା କାଠ କାରବାର

ମୟୂରଭଞ୍ଜ ଜିଲ୍ଲା ମହୁଲିଆ ଗାଁରେ ବନବିଭାଗ ଚଢାଉ କରି ଲକ୍ଷାଧିକ ଟଙ୍କାର କାଠ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଜବତ ହୋଇଥିବା କାଠର ମୂଲ୍ୟ 3 ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି । କାଠ ଚୋରାଚାଲଣର ମାଷ୍ଟର ମାଇଣ୍ଡ ବର୍ତ୍ତମାନ ଫେରାର ରହିଛି ।

ମୟୂରଭଞ୍ଜରୁ ମୃତ୍ଯୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ମୟୁରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ମହୁଲିଆ ଗାଁ ରେ ବନବିଭାଗ ର ଚଢ଼ାଉ ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ, ଜଣେ ଗିରଫ। Body:ଘର ସମ୍ମାରେ କୁକୁଡ଼ା ଫାର୍ମ ଆଉ ଫାର୍ମ ପଛପଟେ ଚାଲିଥିଲା ଚୋରା କାଠ କାରବାର। ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ମହୁଲିଆ ଅଞ୍ଚଳରେ ଏ ଭଳି ଚୋରା କାଠ କାରବାର ର ପର୍ଦାଫାସ କରିଛି ବାରିପଦା ବନବିଭାଗ । ଦୀର୍ଘଦିନ ଧରି ଏକ ବନ୍ଦ ଥିବା କୁକୁଡ଼ା ଫାର୍ମ ରେ ଚୋରା କାଠ ବେପାର ଚାଲିଥିବାର ସୂଚନା ପାଇ ବାରିପଦା ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଉକ୍ତ ଚଢ଼ାଉ ସମୟରେ ୩ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କାର ବହୁ ମୂଲ୍ୟବାନ କାଠ ଜବତ କରାଯିବ ସହ ସେଠାରେ କମକରୁଥିବା କର୍ମଚାରୀ ଚାନ୍ଦ ମହମ୍ମଦ କୁ ଗିରଫ କରାଯାଇଛି।ତେବେ ଏହି କାଠ କାରବାର ର ମାଷ୍ଟର ମାଇଣ୍ଡ ଫେରାର ଅଛନ୍ତି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.