ETV Bharat / state

ଓସାରିଆ ହେବ ପର୍ଯ୍ୟଟନ ସ୍ଥଳୀ ସୀତାକୁଣ୍ଡ ରାସ୍ତା, ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା - ପର୍ଯ୍ୟଟନ ସ୍ଥଳୀ ସୀତାକୁଣ୍ଡ ରାସ୍ତା

ମୟୁରଭଞ୍ଜ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସୀତାକୁଣ୍ଡ ରାସ୍ତା ପାର୍ଶ୍ଵରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ । ଛୋଟ ବଡ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଦୋକାନୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରି ଥଇଥାନର ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ମୟୁରଭଞ୍ଜ
author img

By

Published : Sep 8, 2019, 11:36 PM IST

ବାରିପଦା: ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସୀତାକୁଣ୍ଡ ତଥା ଲୁଲୁଂକୁ ଯାଇଥିବା ରାସ୍ତା ପାର୍ଶ୍ଵରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ମୟୁରଭଞ୍ଜ

ଏହି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ସହରର ମୁଖ୍ୟ ପ୍ରବେଶ ରାସ୍ତା ପୋଡାଅସ୍ତିଆ ଛକ ଓ ଶାମାଖୁଣ୍ଟା ଠାରୁ ଆରମ୍ଭ କରିଛନ୍ତି । ପ୍ରଶାସନ ଓ ପୋଲିସ ଉପସ୍ଥିତରେ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଦୋକାନ ଓ ଘର ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଉଚ୍ଛେଦ ବେଳେ ଦୀର୍ଘଦିନ ହେଲା ଛୋଟ ବଡ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଦୋକାନୀ ମାନଙ୍କ ମଧ୍ୟରେ ଏଥିପାଇଁ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ସେମାନଙ୍କ ପାଇଁ ତୁରନ୍ତ ଥଇଥାନର ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ମୟୁରଭଂଜ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସୀତାକୁଣ୍ଡ ତଥା ଲୁଲୁଙ୍ଗ କୁ ଯାଇଥିବା ରାସ୍ତା ପାର୍ଶ୍ଵ ରୁ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ। ସହରର ମୁଖ୍ୟ ପ୍ରବେଶ ରାସ୍ତା ପୋଡାଅସ୍ତିଆ ଛକ ଓ ଶାମାଖୁଣ୍ଟା ଠାରେ ଆରମ୍ଭ ହୋଇଛି ଜବରଦଖଲ ଉଛେଦ ପ୍ରକ୍ରିୟା।ପୋଲିସ ଉପସ୍ଥିତ ରେ ରାସ୍ତା ପାର୍ଶ୍ଵରେ ଥିବା ଦୋକାନ ଓ ଘର ର ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଅଛି। ତେବେ ଏହି ଉଛେଦ ବେଳେ ଦୀର୍ଘଦିନ ଧରି ଛୋଟ ବଡ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଦୋକାନୀ ମାନଙ୍କ ମଧ୍ୟରେ ଏଥିପାଇଁ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ତାଙ୍କୁ ତୁରନ୍ତ ଥଇଥାନ ପାଇଁ ଦାବି କରିଥିଲେ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.