ETV Bharat / state

ସିମେଣ୍ଟ ବୋଝେଇ ଟ୍ରକରୁ 15 କୁଇଣ୍ଟାଲ ଗଞ୍ଜେଇ ଜବତ

ମାଲକାନଗିରି ପୋଲିସ ସିମେଣ୍ଟ ବୋଝେଇ ଟ୍ରକ ସହ 15 କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି । ପୋଲିସ ଗୁଇନ୍ଦା ସୂଚନା ପାଇ ଚଢ଼ାଉ କରି ଜବତ କରିଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ମାଲକାନଗିରି
author img

By

Published : Oct 15, 2019, 10:08 PM IST

Updated : Oct 15, 2019, 11:33 PM IST

ମାଲକାନଗିରି: ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି । ଏକ ସିମେଣ୍ଟ ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ କରିଛି ପୋଲିସ ।

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ଏକ ସିମେଣ୍ଟ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଗୁଇନ୍ଦା ସୂଚନା ପାଇ ଚଢ଼ାଉ କରି ଜବତ କରିଛି । ଏହି ଟ୍ରକରୁ ପ୍ରାୟ 15 କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ଏହି ରାକେଟରେ ସାମିଲ ଥିବା 2 ଜଣଙ୍କୁ ପୋଲିସ ଗିରଫ କରିବା ସହ ଟ୍ରକକୁ ଜବତ କରିଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ମାଲକାନଗିରି

ଆନ୍ଧ୍ରପ୍ରଦେଶର ଦାରକୋଣ୍ଡା ଅଞ୍ଚଳରୁ ମାଫିଆ ମାନେ ଗଞ୍ଜେଇ ବୋଝେଇ ହୋଇ ଅନୁଗୋଳକୁ ଚାଲାଣ କରାଯାଉଥିଲା । ବିଶେଷ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ପୋଲିସ ଟ୍ରକକୁ ଠାବ କରିଥିଲା । ଗିରଫ 2 ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ମାଲକାନଗିରି ଏସପି କହିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ପୋଲିସ କୁ ଆଜି ପୁଣି ଏକ ବଡ଼ ସଫଳତା ମିଳିଛି। Body:ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ଏକ ସିମେଣ୍ଟ ଟ୍ରକ ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଗୁଇନ୍ଦା ସୂଚନା ପାଇ ଚଢ଼ାଉ କରି ଜବତ କରିଛି । ଏହିଟ୍ରକରୁ ପାଖାପାଖି 15କୁଇଣ୍ଟାଲ ଗୋଞ୍ଜେଇକୁ ଜବତ କରିଛି ପୋଲିସ। ଏହି ରାକେଟରେ ସାମିଲ ଥିବା 2 ଜଣଙ୍କୁ ପୋଲିସ ଗିରଫ କରିବା ସହ ଟ୍ରକକୁ ଜବତ କରିଛି। ଗୋଞ୍ଜେଇ ମାଫିଆ ମାନେ ଅନ୍ଦ୍ରପ୍ରଦେଶର ଦାରକୋଣ୍ଡା ଅଞ୍ଚଳରୁ ଗୋଞ୍ଜେଇ ବୋଝେଇ କରି ଅନୁଗୁଳକୁ ଚାଲାଣ କରୁଥିଲେ। ବିଶେଷ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ପୋଲିସ ଟ୍ରକକୁ ଠାବ କରିଥିଲା। ଗିରଫ 2 ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ମାଲକାନଗିରି ଏସପି କହିଛନ୍ତି ।

ବାଇଟ- ରୁଷିକେଶ ଖିଲାରୀ. ଡି, ମାଲକାନଗିରି ଏସପିConclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.......
Last Updated : Oct 15, 2019, 11:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.