ETV Bharat / state

ଫେବୃଆରୀ 19ରୁ ମାଟ୍ରିକ ପରୀକ୍ଷା, କୋରାପୁଟରେ ପହଞ୍ଚିଲା ପ୍ରଶ୍ନପତ୍ର - koraput news

କୋରାପୁଟ ଜିଲ୍ଲାର 13 ଟି ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯୋଗାଇବା ପାଇଁ 10ଟି ନୋଡାଲ ସେଣ୍ଟର ମଧ୍ୟରୁ ଗୋଟିଏ ଭାବେ ଚୟନ କରାଯାଇଥିବା କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି(ମଙ୍ଗଳବାର) ପ୍ରଶ୍ନପତ୍ର ପହଞ୍ଚିଛି । ଅଧିକ ପଢନ୍ତୁ...

exam paper of matric exam
ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Feb 11, 2020, 6:57 PM IST

କୋରାପୁଟ: ଫେବୃଆରୀ 19ରୁ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା । କୋରାପୁଟ ଜିଲ୍ଲାର 13 ଟି ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯୋଗାଇବା ପାଇଁ 10ଟି ନୋଡାଲ ସେଣ୍ଟର ମଧ୍ୟରୁ ଗୋଟିଏ ଭାବେ ଚୟନ କରାଯାଇଥିବା କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି(ମଙ୍ଗଳବାର) ପ୍ରଶ୍ନପତ୍ର ପହଞ୍ଚିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଏହି ପ୍ରଶ୍ନପତ୍ର ପଠାଇବା ପାଇଁ 4ଟି ସ୍କ୍ବାର୍ଡ ଗଠନ କରାଯାଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ସାହୁ ଜଣାଇଛନ୍ତି । ଜିଲ୍ଲାରେ 67 ଟି ପରୀକ୍ଷା କେନ୍ଦ୍ରରେ 273 ଟି ଉଚ୍ଚ ବିଦ୍ୟାଳୟର 15,000 ଛାତ୍ରଛାତ୍ରୀ ଚଳିତ ବର୍ଷ ପରୀକ୍ଷା ଦେବେ ବୋଲି ଜଣାପଡିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ଆଉ କଛିଦିନ ଗଲେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା । କୋରାପୁଟ ଜିଲ୍ଲାର 13 ଟି ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯୋଗାଇବା ପାଇଁ 10ଟି ନୋଡାଲ ସେଣ୍ଟର ମଧ୍ୟରୁ ଗୋଟିଏ ଭାବେ ଚୟନ କରାଯାଇଥିବା କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଆଜି ପ୍ରଶ୍ନପତ୍ର ପହଂଚିଲା । Body:ଏହି ପ୍ରଶ୍ନପତ୍ର ପଠାଇବା ପାଇଁ ଚାରୋଟି ସ୍କ୍ୱାର୍ଡ଼ ଗଠନ କରାଯାଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ସାହୁ ଜଣାଇଛନ୍ତି । କୋରାପୁଟ ଜିଲ୍ଲାରେ 67 ଟି ପରୀକ୍ଷା କେନ୍ଦ୍ରରେ 273 ଟି ଉଚ୍ଚ ବିଦ୍ୟାଳୟର 15,000 ଛାତ୍ରଛାତ୍ରୀ ଚଳିତ ବର୍ଷ ପରୀକ୍ଷା ଦେବେ ବୋଲି ଜଣାପଡିଛି । Conclusion:ବାଇଟ : ବିଜୟ କୁମାର ସାହୁ , ପ୍ରଧାନ ଶିକ୍ଷକ
.......
ଶାନ୍ତାକାର
କୋରାପୁଟ
........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.