ETV Bharat / state

ପର୍ଯ୍ୟଟକଙ୍କୁ ବାନ୍ଧି ରଖିବ ପାଇନ ରିସର୍ଟ, ରହିଛି ଥ୍ରୀ ଷ୍ଟାର ହୋଟେଲ ସହ ସ୍ବତନ୍ତ୍ର ସୁବିଧା - ପର୍ଯ୍ୟଟନର କେନ୍ଦ୍ର ବିନ୍ଦୁ ପାଲଟିଛି ପାଇନ ରିସର୍ଟ

ସବୁଜ ବନାନୀ ସହ ସୁଉଚ୍ଚ ପାହାଡ଼ ପର୍ବତରେ ସଜେଇ ହୋଇଛି କୋରାପୁଟ । ପର୍ଯ୍ୟଟନର କେନ୍ଦ୍ର ବିନ୍ଦୁ ପାଲଟିଛି ପାଇନ ରିସର୍ଟ । ଏଠାରେ ପର୍ଯ୍ୟଟକଙ୍କ ରହିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି । ଅଧିକ ପଢନ୍ତୁ

ପର୍ଯ୍ୟଟକଙ୍କୁ ବାନ୍ଧି ରଖିବ ପାଇନ ରିସର୍ଟ
ପର୍ଯ୍ୟଟକଙ୍କୁ ବାନ୍ଧି ରଖିବ ପାଇନ ରିସର୍ଟ
author img

By

Published : Dec 16, 2021, 10:53 PM IST

କୋରାପୁଟ : ସବୁଜ ବନାନୀ ସହ ସୁଉଚ୍ଚ ପାହାଡ଼ ପର୍ବତରେ ସଜେଇ ହୋଇଛି କୋରାପୁଟ । ଯାହା ପର୍ଯ୍ୟଟକଙ୍କୁ ଏଠାକୁ ଟାଣି ଆଣୁଛି । ଏବେ କୋରାପୁଟକୁ ଆହୁରି ସୁନ୍ଦର କରିଛି ପାଇନ ଜଙ୍ଗଲ ମଧ୍ୟରେ ରାଜ୍ୟ ବନ ବିଭାଗ ଦ୍ୱାରା ନୂତନ ଭାବେ ନିର୍ମିତ ପାଇନ ରିସର୍ଟ । ଏଠାରେ ପର୍ଯ୍ୟଟକଙ୍କ ରହିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି । ଜଙ୍ଗଲ ମଧ୍ୟରେ ପର୍ଯ୍ୟଟକଙ୍କୁ ଥ୍ରୀ ଷ୍ଟାର ହୋଟେଲରେ ଏକ ଅନୁଭୂତି ଦେବ ଏ ରିସର୍ଟ । ରାତ୍ରି ଯାପନ ସହ ପାଇନ ଜଙ୍ଗଲ ମଧ୍ୟରେ ପ୍ରାତଃ ଭ୍ରମଣ ପାଇଁ ପରିବେଶ ବେଶ ଅନୁକୂଳ ମଧ୍ୟ ରହିଛି ।

ପର୍ଯ୍ୟଟକଙ୍କୁ ବାନ୍ଧି ରଖିବ ପାଇନ ରିସର୍ଟ

ତେବେ ବନ ବିଭାଗ ଦ୍ଵାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ଏପରି ଜଙ୍ଗଲ ରିସର୍ଟ ନିର୍ମାଣ କରିବାର ଆବଶ୍ୟକତା ରହିଛି । ରିସର୍ଟ ଗୁଡିକରେ ଜିଲ୍ଲାର ବିଭିନ୍ନ ଆଦିବାସୀ ଜନଜାତିର ବାସଗୃହର ରୂପ ଦେଇଥିଲେ । ଅଧିକ ପର୍ଯ୍ୟଟକ ଏହି ଅଞ୍ଚଳର ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଜାଣି ପାରିଥାନ୍ତେ ବୋଲି ପୂର୍ବତନ ଜିଲ୍ଲା ପର୍ଯ୍ୟଟନ ଓ ସଂସ୍କୃତି ଅଧିକାରୀ କହିଛନ୍ତି ।

କୋରାପୁଟରୁ ସିଏଚ. ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.