ETV Bharat / state

ଓଡିଶା ଆସିବେ ରାଷ୍ଟ୍ରପତି: ଉଦ୍‌ଘାଟନ କରିବେ ପାଇକ ସ୍ମାରକୀ - president kovind comes to odisha

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ଘଟଣାସ୍ଥଳରେ ମଙ୍ଗଳବାର କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ଏବଂ ସୁରକ୍ଷା ସେଲ୍‌ ଏସ୍‌ପି କାହ୍ନୁଚରଣ ପଟ୍ଟନାୟକ ପହଞ୍ଚି ଅନୁଧ୍ୟାନ କରିଛନ୍ତି ।

ଓଡିଶା ଆସିବେ ରାଷ୍ଟ୍ରପତି
ଓଡିଶା ଆସିବେ ରାଷ୍ଟ୍ରପତି: କରିବେ ପାଇକ ସ୍ମାରକୀ ଉଦ୍‌ଘାଟନ
author img

By

Published : Nov 26, 2019, 6:39 PM IST

ଖୋର୍ଦ୍ଧା: ପାଇକ ବିଦ୍ରୋହର 200ବର୍ଷ ପୂର୍ତ୍ତି ଉପଲକ୍ଷେ ନିର୍ମାଣ ହେବାକୁ ଥିବା ପାଇକ ସ୍ମାରକୀ ଭବନର ଶିଳାନ୍ୟାସ କରିବା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ଡିସେମ୍ବର 8 ତାରିଖ ଦିନ ଖୋର୍ଦ୍ଧା ବରୁଣେଇକୁ ଆସିବାର କାର୍ଯ୍ୟକ୍ରମ ରହିଛି ।

ଓଡିଶା ଆସିବେ ରାଷ୍ଟ୍ରପତି: କରିବେ ପାଇକ ସ୍ମାରକୀ ଉଦ୍‌ଘାଟନ

ଏହାକୁ ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ଘଟଣାସ୍ଥଳରେ ମଙ୍ଗଳବାର କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ଏବଂ ସୁରକ୍ଷା ସେଲ୍‌ ଏସ୍‌ପି କାହ୍ନୁଚରଣ ପଟ୍ଟନାୟକ ପହଞ୍ଚି ଅନୁଧ୍ୟାନ କରିଛନ୍ତି ।

ସେହିପରି ଖୋର୍ଦ୍ଧା ଜିଲ୍ଲାପାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏବଂ ବିଭିନ୍ନ ବିଭାଗର ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା 9.644 ଏକର ଜାଗାରେ ଏହି ସ୍ମାରକୀ ଭବନ ନିର୍ମାଣ ହେବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥିପାଇଁ ଆବଶ୍ୟକ ଅନୁଦାନ ଯୋଗାଇ ଦିଆଯାଇଛି । ଆସନ୍ତା ଆଠ ତାରିଖ ଦିନ ରାଷ୍ଟ୍ରପତିଙ୍କ ଗସ୍ତକୁ ସୁଚାରରୁପେ ତୁଲାଇବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ଘଟଣାସ୍ଥଳ ଅନୁଧ୍ୟାନ କରୁଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଆଠ ତାରିଖରେ ପାଇକ ସ୍ମାରକୀକୁ ଉଦ୍ଘାଟନ କରିବେ ରାଷ୍ଟ୍ରପତି

Body:ଖୋର୍ଦ୍ଧା : ପାଇକ ବିଦ୍ରୋହର 200ବର୍ଷ ପ୍ରତି ଉପଲକ୍ଷେ ନିର୍ମାଣ ହେବାକୁଥିବା ପାଇକ ସ୍ମାରକୀ ଭବନର ଶିଳାନ୍ୟାସ କରିବା ପାଇଁ ଭାରତର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଆସନ୍ତା ଡିସେମ୍ବର 8 ତାରିଖ ଦିନ ଖୋର୍ଦ୍ଧା ବାରୁଣେଇକୁ ଆସିବାର କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଆଜି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ଘଟଣାସ୍ଥଳରେ ଆଜି କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ଏବଂ ସୁରକ୍ଷା ସେଲ ଏସ୍ପି କାହ୍ନୁ ଚରଣ ପଟନାୟକ ପହଂଚି ଅନୁଧ୍ୟାନ କରିଛନ୍ତି । ସେହିପରି ଖୋର୍ଦ୍ଧା ଜିଲାପାଳ , ଜିଲା ଆରକ୍ଷୀ ଅଧିକ୍ଷକ ଏବଂ ବିଭିନ୍ନ ବିଭାଗର ଅଧିକାରୀ ମାନେ ମଧ୍ୟ ଘଟଣାସ୍ଥଳରେ ପହଂଚିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା 9.644 ଏକର ଜାଗାରେ ଏହି ସ୍ମାରକୀ ଭବନ ନିର୍ମାଣ ହେବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥିପାଇଁ ଆବଶ୍ୟକ ଅନୁଦାନ ଯୋଗାଇ ଦିଆଯାଇଛି । ଆସନ୍ତା ଆଠ ତାରିଖ ଦିନ ରାଷ୍ଟ୍ରପତିଙ୍କ ଗସ୍ତକୁ ସୁଚାରରୁପେ ତୁଲାଇବା ପାଇଁ ଜିଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ଘଟଣାସ୍ଥଳ ଅନୁଧ୍ୟାନ କରୁଥିବା ଜଣାପଡିଛି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.