ETV Bharat / state

ଭେରାଇଟ ଷ୍ଟୋର୍‌ରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଖୋର୍ଦ୍ଧା ଜିଲ୍ଲା ଗମ୍ଭାରୀମୁଣ୍ଡା ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ସାମ୍ନାରେ ଏକ ଭେରାଇଟ୍‌ ଷ୍ଟୋର୍‌ରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଛି। ଗତକାଲି ବିଳମ୍ବିତ ରାତ୍ରରେ ଏହି ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ଅଧିକ ଜାଣନ୍ତୁ...

author img

By

Published : Feb 11, 2020, 12:00 PM IST

fire-breaks-veriety-store-in-gambharimunda-of-khordha
ଭେରାଇଟ ଷ୍ଟୋର୍‌ରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଖୋର୍ଦ୍ଧା: ଜିଲ୍ଲା ଗମ୍ଭାରୀମୁଣ୍ଡା ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ସାମ୍ନାରେ ରହିଥିବା ଏକ ଭେରାଇଟ୍‌ ଷ୍ଟୋର୍‌ରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଛି। ଗତକାଲି ବିଳମ୍ବିତ ରାତ୍ରରେ ଏହି ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି ।

ସୂଚନା ଅନୁଯାୟୀ ଭେରାଇଟ୍‌ ଷ୍ଟୋରର ସମୀର ବାରିକ ଗମ୍ଭାରୀମୁଣ୍ଡାର ଖଜୁରିଆ ଗ୍ରାମରେ ରହୁଥିବାବେଳେ ତାଙ୍କ ଦୋକାନ ପୋଡ଼ି ଯାଇଥିବା ନେଇ ଗମ୍ଭାରୀମୁଣ୍ଡା ଫାଣ୍ଡିରେ ଅଭିଯୋଗ କରିଛନ୍ତି। କେହି ଦୁର୍ବୃତ୍ତ ଉଦ୍ଦେଶ୍ୟମୂଳକ ଭାବରେ ଏପରି କାମ କରିଥିବାର ସେ ଅଭିଯୋଗ କରିଛନ୍ତି। ଏହି ଅଗ୍ନିକାଣ୍ଡରେ ଦୋକାନରେ ଥିବା ଫ୍ରିଜ୍‌ ସମେତ ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ଓ ସାତ ହଜାର ଟଙ୍କା ପୋଡି ପାଉଁଶ ହୋଇଯାଇଛି। ଦୋକାନ ମାଲିକଙ୍କ କହିବାନୁସାରେ ଗତକାଲି ରାତ୍ରି ୧୦ଟା ସମୟରେ ସେ ଦୋକାନ ବନ୍ଦ କରି ଘରକୁ ଯାଇଥିବାବେଳେ ରାତ୍ରି ୧ଟାରେ ତାଙ୍କ ଦୋକାନରେ ନିଆଁ ଲାଗିଥିଲା।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଭେରାଇଟ ଷ୍ଟୋର୍‌ରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ସମ୍ପତ୍ତି ନଷ୍ଟ

Body:ଖୋର୍ଦ୍ଧା ଜିଲ୍ଲା ଗମ୍ଭାରୀମୁଣ୍ଡା ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ସାମ୍ନାରେ ରହିଥିବା ଏକ ଭେରାଇଟ୍‌ ଷ୍ଟୋର୍‌ରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଛି। ଗତକାଲି ବିଳମ୍ବିତ ରାତ୍ରରେ ଏହି ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ସୂଚନା ଅନୁଯାୟୀ ଭେରାଇଟ୍‌ ଷ୍ଟୋରର ସମୀର ବାରିକ ଗମ୍ଭାରୀମୁଣ୍ଡାର ଖଜୁରିଆ ଗ୍ରାମରେ ରହୁଥିବାବେଳେ ତାଙ୍କ ଦୋକାନ ପୋଡ଼ି ଯାଇଥିବା ନେଇ ଗମ୍ଭାରୀମୁଣ୍ଡା ଫାଣ୍ଡିରେ ଅଭିଯୋଗ କରିଛନ୍ତି। କେହି ଦୁର୍ବୃତ୍ତ ଉଦ୍ଦେଶ୍ୟମୂଳକ ଭାବରେ ଏପରି କାମ କରିଥିବାର ସେ ଅଭିଯୋଗ କରିଛନ୍ତି। ଏହି ଅଗ୍ନିକାଣ୍ଡରେ ଦୋକାନରେ ଥିବା ଫ୍ରିଜ୍‌ ସମେତ ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ଓ ସାତ ହଜାର ଟଙ୍କା ପୋଡି ପାଉଁଶ ହୋଇଯାଇଛି। ଦୋକାନର ମାଲିକଙ୍କ କହିବାନୁସାରେ ଗତକାଲି ରାତ୍ରି ୧୦ଟା ସମୟରେ ସେ ଦୋକାନ ବନ୍ଦ କରି ଘରକୁ ଯାଇଥିବାବେଳେ ରାତ୍ରି ୧ଟାରେ ତାଙ୍କ ଦୋକାନରେ ନିଆଁ ଲାଗିଥିଲା।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.