ETV Bharat / state

ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଡ଼ିଆରଏମ ଅଫିସ ଘେରାଉ

ଦାବି ପୂରଣ ପାଇଁ ଡିଆରଏମ ଅଫିସ ଘେରାଉ । ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର 24 ଦଫା ଦାବି ।

author img

By

Published : Oct 31, 2019, 4:09 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା : ନୂତନ ପେନସନ ନୀତି ପ୍ରତ୍ୟାହାର, ରେଳବାଇର ଘରୋଇକରଣକୁ ବନ୍ଦ, ତେଜସ ଟ୍ରେନ ବନ୍ଦ, ରେଳ କର୍ମଚାରୀଙ୍କ ଭତ୍ତା ବୃଦ୍ଧି ଆଦି ଦୀର୍ଘଦିନ ଧରି ରହି ରେଳକର୍ମଚାରୀଙ୍କ ଦାବି । ବୁଧବାର ଏହି ଦାବି ପୂରଣ ପାଇଁ ଖୋର୍ଦ୍ଧା ରୋଡ଼ ଡିଭିଜନ ଡିଆରଏମଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବ ତଟ ରେଳପଥ ଶ୍ରମିକ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଡ଼ିଆରଏମଙ୍କୁ 24 ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଏହି ଦାବିକୁ ରେଳ ବିଭାଗ ଯଥାଶୀଘ୍ର ପୁରଣ ନକଲେ ଆଗମିଦିନରେ ରେଳ ରୋକ କରାଯାଇ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ ଚେତାବନୀ ଦେଇଛନ୍ତି ଶ୍ରମିକ କଂଗ୍ରେସର ଜୋନାଲ ସାଧାରଣ ସମ୍ପାଦକ ରମେଶ ସାହୁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:24ଦଫା ଦାବିନେଇ ଡ଼ିଆରଏମ ଅଫିସ ଘେରିଲା ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସ

Body:ଖୋର୍ଦ୍ଧା : ରେଳ କର୍ମଚାରୀଙ୍କ ଲାଗି ନୂତନ ପେନସନ ନୀତି ପ୍ରତ୍ୟାହାର , ରେଳବାଇର ଘରୋଇକରଣକୁ ବନ୍ଦ , ତେଜସ ଟ୍ରେନ ବନ୍ଦ, ରେଳ କର୍ମଚାରୀଙ୍କ ଭତା ବୃଦ୍ଧି ଆଦି , ରେଳ କର୍ମଚାରୀଙ୍କ ଦୀର୍ଘଦିନ ଧରି ରହିଥିବା ଦାବି ପୂରଣ ପାଇଁ ଆଜି ଖୋର୍ଦ୍ଧା ରୋଡ଼ ଡିଭିଜନ ଡିଆରଏମଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବ ତଟ ରେଳପଥ ଶ୍ରମିକ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଡ଼ିଆରଏମଙ୍କୁ 24 ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ଦାବିକୁ ରେଳ ବିଭାଗ ଯଥାଶୀଘ୍ର ପୁରଣ ନକଲେ ଆଗମିଦିନରେ ରେଳ ରୋକ କରାଯାଇ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ ଚେତାବନୀ ଦେଇଛନ୍ତି ଶ୍ରମିକ କଂଗ୍ରେସର ଜୋନାଲ ସାଧାରଣ ସମ୍ପାଦକ ରମେଶ ସାହୁ ।

Conclusion:ବାଇଟ - ରମେଶ ସାହୁ,ଶ୍ରମିକ କଂଗ୍ରେସର ଜୋନାଲ ସାଧାରଣ ସମ୍ପାଦକ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.