ETV Bharat / state

ଖୋର୍ଦ୍ଧାର ବିଭିନ୍ନ ଶୈବପୀଠରେ 144 ଧାରା ଜାରି, ବଡଓଷା-ଡଙ୍ଗାଭସାରେ କଟକଣା ଲାଗୁ

ଖୋର୍ଦ୍ଧାରେ ବି ଫିକା ପଡିବ କାର୍ତ୍ତିକ ପୂର୍ଣ୍ଣିମା । ଆଜିଠୁ ଜିଲ୍ଲାର ଧବଳେଶ୍ୱର ମନ୍ଦିର ସମେତ ବିଭିନ୍ନ ଶୈବପୀଠରେ ୧୪୪ ଧାରା ଜାରି । ଅଧିକ ପଢନ୍ତୁ...

ଖୋର୍ଦ୍ଧାର ବିଭିନ୍ନ ଶୈବପୀଠରେ 144 ଧାରା ଜାରି

author img

By

Published : Nov 16, 2021, 11:47 AM IST

ଖୋର୍ଦ୍ଧା: କାର୍ତ୍ତିକ ପୂର୍ଣ୍ଣିମାରେ ଶିବ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ । ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଶୈବପୀଠରେ ୧୪୪ ଧାରା ଜାରି କଲା ସ୍ଥାନୀୟ ପ୍ରଶାସନ । ଆଜିଠୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଶୈବପୀଠଗୁଡିକରେ କଟକଣା ବଳବତ୍ତର ରହିବ ।

ଖୋର୍ଦ୍ଧାର ବିଭିନ୍ନ ଶୈବପୀଠରେ 144 ଧାରା ଜାରି
ଖୋର୍ଦ୍ଧାର ବିଭିନ୍ନ ଶୈବପୀଠରେ 144 ଧାରା ଜାରି

ଆଗକୁ ବଡଓଷା ଓ କାର୍ତ୍ତିକ ପୂର୍ଣ୍ଣିମା ଆସୁଛି । ସାଧାରଣତଃ ଏହି ଦିନରେ ଶିବ ମନ୍ଦିରରେ ପ୍ରବଳ ଜନସମାଗମ ହୋଇଥାଏ । ରାଜ୍ୟରେ କୋଭିଡ ଭୟ ଟଳି ନଥିବାବେଳେ ଭିଡକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରାଯାଇଛି । ଜିଲ୍ଲାର ଗୁରୁଜଙ୍ଗରେ ଥିବା ପ୍ରସିଦ୍ଧ ଧବଳେଶ୍ୱର ମନ୍ଦିର ସମେତ ଅନ୍ୟ ଶୈବପୀଠରେ ମଧ୍ୟ କଟକଣା ଲଗାଇଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ ।

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗାଭସା ଏବଂ ବଡଓଷା ପାଳନ ଉପରେ ମଧ୍ୟ କଟକଣା ଲାଗୁ ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.