ETV Bharat / state

ସ୍ନାନ ପୂର୍ଣ୍ଣିମାର ଦିନକ ପୂର୍ବରୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ 144 ଧାରା ଲାଗୁ

ଜୁନ 5 ତାରିଖରେ ପବିତ୍ର ସ୍ନାନ ପୂର୍ଣ୍ଣିମା । ତେବେ ସ୍ନାନ ପୂର୍ଣ୍ଣିମାରେ ଜନ ସମାଗମ ଆଶଙ୍କା କରି କେନ୍ଦ୍ରାପଡା ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ 144 ଧାରା ଲାଗୁ କରାଯାଇଛି l ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ସ୍ନାନ ପୂର୍ଣ୍ଣିମାର ଦିନକ ପୂର୍ବରୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ 144 ଧାରା ଲାଗୁସ୍ନାନ ପୂର୍ଣ୍ଣିମାର ଦିନକ ପୂର୍ବରୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ 144 ଧାରା ଲାଗୁ
ସ୍ନାନ ପୂର୍ଣ୍ଣିମାର ଦିନକ ପୂର୍ବରୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ 144 ଧାରା ଲାଗୁ
author img

By

Published : Jun 4, 2020, 3:17 PM IST

Updated : Jun 4, 2020, 3:41 PM IST

କେନ୍ଦ୍ରାପଡା: ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ 144 ଧାରା ଜାରି କଲା ଜିଲ୍ଲା ପ୍ରଶାସନ l ଜୁନ 5 ତାରିଖରେ ହେବାକୁ ଥିବା ଶ୍ରୀ ଜୀଉମାନଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଜନ ସମାଗମ ଆଶଙ୍କା କରି କେନ୍ଦ୍ରାପଡା ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ଏହି ନିୟମ ଲାଗୁ କରାଯାଇଛି l

ସ୍ନାନ ପୂର୍ଣ୍ଣିମାର ଦିନକ ପୂର୍ବରୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ 144 ଧାରା ଲାଗୁ

ଗୁରୁବାର ମଧ୍ୟରାତ୍ରୀରୁ ସ୍ନାନ ପୂର୍ଣ୍ଣିମା ନୀତିକାନ୍ତି ଶେଷ ହେବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ l ତେବେ ନୀତିକାନ୍ତିରେ ନିୟୋଜିତ କେବଳ ସେବାୟତମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରିବେ ବୋଲି ଅନୁମତି ଦିଆଯାଇଛିl କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏହି କଟକଣା ଲାଗୁ କରାଯାଇଛି l ଶ୍ରଦ୍ଧାଳୁମାନେ ପ୍ରଶାସନକୁ ସହଯୋଗ କରିବା ପାଇଁ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର ନିବେଦନ କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jun 4, 2020, 3:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.