ETV Bharat / state

ଅଯୋଧ୍ୟା ରାୟ ପ୍ରକାଶ, ସୁରକ୍ଷା ପାଇଁ କେନ୍ଦ୍ରାପଡାରେ 8ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ

ପ୍ରକାଶ ପାଇଛି ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାର ରାୟ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ଜିଲ୍ଲାରେ ଶୃଙ୍ଖଳା ରକ୍ଷା କରିବା ପାଇଁ ୫ ଜଣ ଡ଼ିଏସପିଙ୍କ ସହ କେନ୍ଦ୍ରାପଡ଼ା ୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି।

author img

By

Published : Nov 9, 2019, 2:33 PM IST

Updated : Nov 9, 2019, 3:15 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା କେନ୍ଦ୍ରାପଡା

କେନ୍ଦ୍ରାପଡା: ଶନିବାର ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପ୍ରକାଶ ପାଇଛି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ 5 ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଏ ମାମଲାରେ ରାୟ ପ୍ରକାଶ ପାଇବା ପରେ, ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କେନ୍ଦ୍ରାପଡା

ସମଗ୍ର ଜିଲ୍ଲାରେ ଏଥିପାଇଁ ୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ୫ ଜଣ ଡ଼ିଏସପିଙ୍କୁ ନିୟୋଜିତ କରାଯାଇଛି। ଜିଲାର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ରାଜ୍ୟ ପୁଲିସ ମୁଖ୍ୟାଳୟରୁ ବରିଷ୍ଠ ପୁଲିସ ଅଧିକାରୀ ଆଶିଷ ସିଂହ ସ୍ଥିତି ସମୀକ୍ଷା ପାଇଁ କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି। ଜିଲ୍ଲାବାସୀ ପରସ୍ପର ମଧ୍ୟରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବା ପାଇଁ କେନ୍ଦ୍ରାପଡା ଏସପି ନୀତିଶେଖର ନିବେଦନ କରିଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ ଜରିଆରେ ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରିଥିଲେ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:09.11.2019
Radhakanta Mohanty, Kendrapara
Slug-od_kpr_06_ayodhya_script_7204459
Anchor-ଅଯୋଧ୍ୟା ମାମଲାର ରାୟ ପ୍ରକାଶକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ସମଗ୍ର ଜିଲାରେ ଏଥିପାଇଁ ୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି।ଶାନ୍ତି ଶୃଙ୍ଖଳା ରକ୍ଷା ଦାୟିତ୍ଵରେ ୫ ଜଣ ଡ଼ିଏସପି ନିୟୋଜିତ ହୋଇଛନ୍ତି। ଜିଲାର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।ରାଜ୍ୟ ପୁଲିସ ମୁଖ୍ୟାଳୟରୁ ବରିଷ୍ଠ ପୁଲିସ ଅଧିକାରୀ ଆଶିଷ ସିଂହ ସ୍ଥିତି ସମୀକ୍ଷା ପାଇଁ କେନ୍ଦ୍ରାପଡ଼ା ଆସି ପହଞ୍ଚିଛନ୍ତି। ତେବେ ଜିଲ୍ଲାବାସୀ ପରସ୍ପର ମଧ୍ୟରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବା ପାଇଁ ପୁଲିସ ଆରକ୍ଷୀ ଅଧିକ୍ଷକ ନୀତି ଶେଖର ନିବେଦନ କରିଛନ୍ତି ।
Byt-ନୀତି ଶେଖର(ଏସପି,କେନ୍ଦ୍ରାପଡ଼ା)Body:2Conclusion:3
Last Updated : Nov 9, 2019, 3:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.