ETV Bharat / state

ପଟ୍ଟାମୁଣ୍ଡାଇ ଦୁଷ୍କର୍ମ ମାମଲାରେ ପାଞ୍ଚ ଅଭିଯୁକ୍ତ ଗିରଫ

ଜୁନ ମାସ 28 ତାରିଖରେ ଘଟିଥିଲା ଚର୍ଚ୍ଚିତ ଗଣଦୁଷ୍କର୍ମ । ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଅପରାଧିମାନେ ପ୍ରତିଶୋଧ ପରାୟଣବସତଃ ଘଟାଇଥିଲେ ଏପରି ନାରକୀୟ କାଣ୍ଡ । ଫେରାର ଥିବା ଅପରାଧିମାନଙ୍କ ମଧ୍ୟରୁ ପାଞ୍ଚ ଜଣକୁ ମଙ୍ଗଳବାର ଗିରଫ କରିଛି ପୋଲିସ ।

author img

By

Published : Jul 17, 2019, 8:38 AM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା: ବହୁଚର୍ଚ୍ଚିତ ପଟ୍ଟାମୁଣ୍ଡାଇ ଥାନା ପୋଇପାଟ ଗଣଦୁଷ୍କର୍ମ ମାମଲାରେ କେନ୍ଦ୍ରାପଡ଼ା ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗତମାସ ୨୮ତାରିଖ ରାତିରେ ଜମିବାଡ଼ି ବିବାଦକୁ ନେଇ ଘଟିଥିଲା ଏହି ଲୋମଟାଙ୍କୁରା ଘଟଣା । ଅଭିଯୁକ୍ତମାନେ ମହିଳାଙ୍କର ସମ୍ବେଦନଶୀଳ ଅଙ୍ଗକୁ ବାରମ୍ବାର ଏକ ଧାରୁଆ ଅସ୍ତ୍ରରେ ଆଘାତ ଦେବା ପୋଲିସ ଆଗରେ ମାନିଛନ୍ତି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, କେନ୍ଦ୍ରାପଡ଼ା

ମଙ୍ଗଳବାର ଅପରାହ୍ନରେ ପଟ୍ଟାମୁଣ୍ଡାଇ ଥାନାରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଆରକ୍ଷୀ ଅଧିକ୍ଷକ। ତେବେ ଘଟଣାରେ ପାଞ୍ଚଜଣ ଗିରଫ ହୋଇଥିବା ବେଳେ ଆଉ କିଛି ଅଭିଯୁକ୍ତ ଫେରାର ଅଛନ୍ତି ଏବଂ ସେମାନଙ୍କୁ ଶୀଘ୍ର ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବା କହିଛନ୍ତି ଏସପି ନୀତିଶେଖର।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:16.07.2019
Radhakanta Mohanty,Kendrapada
Slug-od_kpr_06_gangrapae pressmeet_script_7204459
Anchor-ବହୁଚର୍ଚିତପଟ୍ଟାମୁଣ୍ଡାଇ ଥାନା ପୋଇପାଟ ଗଣଦୁଷ୍କର୍ମ ମାମଲାରେ କେନ୍ଦ୍ରାପଡ଼ା ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।ଗତମାସ ୨୮ତାରିଖ ରାତିରେ ଏକ ଜମିବାଡ଼ି ବିବାଦକୁ ନେଇ ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଥିଲା।ଅଭିଯୁକ୍ତ ମାନେ ମହିଳାଙ୍କର ସମ୍ବେଦନଶୀଳ ଅଙ୍ଗକୁ ବାରମ୍ବାର ଏକ ଧାରୁଆ ଅସ୍ତ୍ରରେ ଆଘାତ ଦେବା ପୋଲିସ ଆଗରେ ମାନିଯାଇଥିବା ସୂଚନା ମିଳିଛି।ଆଜି ଅପରାହ୍ନରେ ପଟ୍ଟାମୁଣ୍ଡାଇ ଥାନାରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଆରକ୍ଷୀ ଅଧିକ୍ଷକ।ତେବେ ଏହି ଘଟଣାରେ ପାଞ୍ଚଜଣ ଗିରଫ ହୋଇଥିବା ବେଳେ ଆଉ କିଛି ଅଭିଯୁକ୍ତ ଫେରାର ଅଛନ୍ତି ଏବଂ ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବା କହିଛନ୍ତି ଏସପି ନୀତିଶେଖର।
Body:Byte-ନୀତିଶେଖର(ଆରକ୍ଷୀ ଅଧିକ୍ଷକ,କେନ୍ଦ୍ରାପଡ଼ା)Conclusion:Breaking
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.