ETV Bharat / state

CBSE Result: ବିଜ୍ଞାନରେ ଅନିକେତ, କଳାରେ ସ୍ମୃତିପ୍ରଭା ପ୍ରଥମ

ପ୍ରକାଶ ପାଇଲା ସିବିଏସଇ ପରୀକ୍ଷା ଫଳ । ଦ୍ୱାଦଶ ବିଜ୍ଞାନରେ ଅନିକେତ, କଳାରେ ସ୍ମୃତିପ୍ରଭା ପ୍ରଥମ ହୋଇଛନ୍ତି । ଅଧିକ ପଢନ୍ତୁ

CBSE Result: ବିଜ୍ଞାନରେ ଅନିକେତ, କଳାରେ ସ୍ମୃତିପ୍ରଭା ପ୍ରଥମ
CBSE Result: ବିଜ୍ଞାନରେ ଅନିକେତ, କଳାରେ ସ୍ମୃତିପ୍ରଭା ପ୍ରଥମ
author img

By

Published : Jul 22, 2022, 11:06 PM IST

ଫୁଲବାଣୀ: ପ୍ରକାଶ ପାଇଲା ସିବିଏସଇ ପରୀକ୍ଷା ଫଳ । ଦ୍ୱାଦଶ ବିଜ୍ଞାନରେ ଅନିକେତ, କଳାରେ ସ୍ମୃତିପ୍ରଭା ପ୍ରଥମ ହୋଇଛନ୍ତି ।

କନ୍ଧମାଳ ଜିଲା ଜବାହାର ନବୋଦୟ ବିଦ୍ୟାଳୟର ବିଜ୍ଞାନ ଛାତ୍ର ଅନିକେତ ପଟ୍ଟନାୟକ ୯୭.୮ ପ୍ରତିଶତ ଏବଂ କଳାରେ ସ୍ମୃତିପ୍ରଭା ସାହୁ ୯୪.୮ ପ୍ରତିଶତ ପାଇ ପ୍ରଥମ ସ୍ଥାନ ଜିଲାରେ ଅଧିକାର କରିଛନ୍ତି । ସେହିପରି କେନ୍ଦ୍ରୀୟ ବିଦ୍ୟାଳୟର ବିଜ୍ଞାନରେ ନରେଶ କୁମାର ମିଶ୍ର ୯୪.୬ ପ୍ରତିଶତ ରଖି ଦ୍ୱିତୀୟ ସ୍ଥାନ ଏବଂ ନବୋଦୟ ବିଦ୍ୟାଳୟର ରାନି ବଡସେଟ ୯୩.୨ ପ୍ରତିଶତ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ନବୋଦୟ ବିଦ୍ୟାଳୟରେ କଳାରେ ସୋଭାଶ୍ରୀ ଦାସ ୯୧.୪ ପ୍ରତିଶତ ର୍‌ଖି ଦ୍ୱିତିୟ ସ୍ଥାନ ଏବଂ ଦିପନୀତା କହଁର ୮୩.୪ ପ୍ରତିଶତ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟରେ ବିଜ୍ଞାନରେ ୪୦ ପିଲା ପରୀକ୍ଷା ଦେଇଥିଲେ ।

ପାସ ହାର ଶତ ପ୍ରତିଶତ ହୋଇଛି । ସେହିପରି ନବୋଦୟ ବିଦ୍ୟାଳୟରେ ବିଜ୍ଞାନରେ ୪୩ ଏବଂ କଳାରେ ୪୧ ଜଣ ପରୀକ୍ଷା ଦେଇ ଶତ ପ୍ରତିଶତ ପାସ କରିଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.