ETV Bharat / state

କଳାହାଣ୍ଡିରେ ମାଓ ସମସ୍ୟା ସମୀକ୍ଷା କଲେ ପୋଲିସ ଡିଜି

author img

By

Published : Nov 3, 2019, 8:35 PM IST

କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ମାଓ ସମସ୍ୟା ଉପରେ ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ବି.କେ ଶର୍ମା । ଏହି ଅବସରରେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଓ ରିଜର୍ଭ ପୋଲିସ ଗୃହ ଉଦଘାଟନ କରିଥିଲେ ।

କଳାହାଣ୍ଡିରେ ମାଓ ସମସ୍ୟା ସମୀକ୍ଷା କଲେ ପୋଲିସ ଡିଜି

କଳାହାଣ୍ଡି: ପୋଲିସ ଡିଜି ବିକେ ଶର୍ମାଙ୍କ ଦିନିକିଆ କଳାହାଣ୍ଡି ଗସ୍ତ । ଜିଲ୍ଲାରେ ମାଓ ସମସ୍ୟା ନେଇ ସମୀକ୍ଷା କରିଛନ୍ତି । ଏହି ଅବସରରେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଓ ରିଜର୍ଭ ପୋଲିସ ଗୃହ ଉଦଘାଟନ କରିଥିଲେ । ତାଙ୍କ ସହ ରାଜ୍ୟ ଗୃହ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।

କଳାହାଣ୍ଡିରେ ମାଓ ସମସ୍ୟା ସମୀକ୍ଷା କଲେ ପୋଲିସ ଡିଜି

ଭବାନୀପାଟଣା ଠାରେ ପୋଲିସ ଅଧିକାରୀଙ୍କ ସହ ଆୟୋଜିତ ସମୀକ୍ଷା ବୈଠକରେ ମୋ ସରକାର କାର୍ଯ୍ୟକ୍ରମ କିଭଳି ସଠିକ୍‌ ଭାବେ କାର୍ଯକାରୀ ହେବ ସେ ନେଇ ଆଲୋଚନା କରିଥିଲେ । ଗ୍ରାମବାସୀ କିପରି ପୋଲିସର ନିକଟତର ହେବେ ତାହା ଉପରେ ଗୁରୁତ୍ବରାପ କରିଥିଲେ ଡିଜି । ଏହି ଅବସରରେ ଭବାନୀପାଟଣା ଟାଉନ ଥାନାକୁ ଅତ୍ୟାଧୁନିକ ଥାନା ରୂପେ ଗଢିବା ନେଇ ଘୋଷଣା କରାଯାଇଛି ।

କଳାହାଣ୍ଡିରୁ ଅଜିତ୍ ସିଂହ, ଇଟିଭି ଭାରତ

Intro:ପୋଲିସ ଡିଜି ବିକେ ଶର୍ମା ଙ୍କ ଦିନିକିଆ କଳାହାଣ୍ଡି ଗସ୍ତ । ଭବାନୀପାଟଣା ଠାରେ ନୁତନ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ଓ ରିଜର୍ଭ ପୋଲିସ ଗୃହ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଛି। ଉଦଘାଟନୀ ସମାରୋହରେ ରାଜ୍ୟ ଗୃହ ମନ୍ତ୍ରୀ Body:ଦିବ୍ୟଶଙ୍କର ମିଶ୍ର ଙ୍କ ସହ ଡିଜି ବିକେ ଶର୍ମା ଡିଆଇଜି ସଫିନ ଅହମ୍ମଦ ଦ୍ବାରା ଉଦଘାଟିତ ହୋଇଯାଇଛି। ଭବାନୀପାଟଣା ଠାରେ ପୋଲିସ ଆଧିକାରୀ ଙ୍କ ସହ ଆୟୋଜିତ ସମୀକ୍ଷା ବୈଠକ ରେ ମୋ ସରକାର କାର୍ଯ୍ୟକ୍ରମ କୁ ସଠିକ ଭାବେ କାର୍ଯକାରୀ କରିବା ନେଇ ଆଲୋଚନା ହୋଇଥିଲା।ବୈଠକ ରେ ପୋଲିସ ସାଧାରଣ ଲୋକଙ୍କ ନିକଟତର ହେବାକୁ ନେଇ ଡିଜି ଗୁରୁତ୍ୱରୋପ କରିଥିଲେ । Conclusion:ଜିଲ୍ଲାରେ ମାଓ ସମସ୍ୟାକୁ ନେଇ ମଧ୍ୟ ସମୀକ୍ଷା କରାଯାଇଥିଲା ଏହି ଆବସର ରେ ଭବାନୀପାଟଣା ଟାଉନ ଥାନା କୁ ଅତ୍ୟାଧୁନିକ ଥାନା ରୂପେ ଗଢିବା ନେଇ ଘୋଷଣା କରାଯାଇଛି ।
ବାଇଟ-ବିକେ ଶର୍ମା (ପୋଲିସ ଡିଜି)
ବାଇଟ-ଦିବ୍ୟଶଙ୍କର ମିଶ୍ର (ରାଜ୍ୟଗୃହ ମନ୍ତ୍ରୀ ଓଡ଼ିଶା ସରକାର)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.