ETV Bharat / state

ଦୁଇ ବାଇକ ମୁହାଁମୁହିଁ: ଜଣେ ମୃତ, 3 ଗୁରୁତର

author img

By

Published : Feb 1, 2021, 9:17 PM IST

କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବଙ୍ଗୋମୁଣ୍ଡାରୁ ଟେମରା ରାସ୍ତା ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 3 ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ଦୁଇ ବାଇକ  ମୁହାଁମୁହିଁ ଧକ୍କା
ଦୁଇ ବାଇକ ମୁହାଁମୁହିଁ ଧକ୍କା

ଭବାନୀପାଟଣା: ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମୃତ ଓ 3 ଜଣ ଗୁରୁତର । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବଙ୍ଗୋମୁଣ୍ଡାରୁ ଟେମରା ରାସ୍ତା ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 3 ଜଣ ଗୁରୁତର ଆହତ ହୋଇଛନ୍ତି ।

ଦୁଇ ବାଇକ ମୁହାଁମୁହିଁ ଧକ୍କା

ଗୁରୁତର ଆହତ ଯୁବକଙ୍କୁ କିଛି ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ କୋକସରା ଓ ପରେ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । 3 ଆହତ ଯୁବକ ହେଲେ କରଲାଗୁଡା ଗାଁର ପିଣ୍ଟୁ ଚଳାନ ଓ ଆମପାଣି ଗାଁର ଖୁସିରାମ ପୁଜାରୀ ଓ ଚନ୍ଦନ ଧରୁଆ ।

ଏପଟେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଯୁବକ ଗୌତମ ନାୟକଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.