ETV Bharat / state

କାର୍ଗିଲ ବିଜୟ ଦିବସ ଅବସରରେ ସାଇକେଲ ଶୋଭାଯାତ୍ରା

author img

By

Published : Jul 25, 2021, 12:46 PM IST

ଆସନ୍ତାକାଲି(ସୋମବାର) କାରଗିଲ ବିଜୟ ଦିବସ । ଏହି ଅବସରରେ ଭବାନୀପାଟଣା ନାଭାଲ ୟୁନିଟ ଏନ୍.ସି.ସି (NCC)ପକ୍ଷରୁ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଅଧିକ ପଢନ୍ତୁ...

କଳାହାଣ୍ଡି ଜିଲ୍ଲାରେ କାର୍ଗିଲ ବିଜୟ ଦିବସ ପାଳିତ

ଭବାନୀପାଟଣା: ଆସନ୍ତାକାଲି(ସୋମବାର) କାରଗିଲ ବିଜୟ ଦିବସ । ଏହି ଅବସରରେ ଭବାନୀପାଟଣା ନାଭାଲ ୟୁନିଟ ଏନ୍.ସି.ସି (NCC)ପକ୍ଷରୁ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଓ ପୁର୍ବତନ ମୁଖ୍ୟ ପ୍ରଶାସକ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଏହି ସାଇକେଲ ଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

କାରଗିଲ ଯୁଦ୍ଧରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ସହ ଭାରତୀୟ ସେନାର ପରାକ୍ରମକୁ ସମ୍ମାନ ଜଣାଇବା ଏହି ବିଜୟ ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ଥିବା ବେଳେ ଏହା ଦେଶର ଆଗାମୀ ପୀଢ଼ି ପାଇଁ ସବୁବେଳେ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟ ଅତିଥି ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଭବାନୀପାଟଣା ୟୁନିଟ କମାଡେଣ୍ଟ ଭେଙ୍କଟ ରବି ଜାଦୁ ପରିଚାଳନା କରିଥିଲେ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.