ETV Bharat / state

କଳାହାଣ୍ଡି ମେଡିକାଲ କଲେଜ ଏମଓୟୁ ବାତିଲ ପ୍ରସଙ୍ଗ: ସରକାରଙ୍କୁ ଘେରିଲେ ପ୍ରଦୀପ୍ତ ନାଏକ

author img

By

Published : Mar 9, 2021, 5:20 PM IST

କଳାହାଣ୍ଡି ମେଡିକାଲ କଲେଜ ଏମଓୟୁ ବାତିଲ ପ୍ରସଙ୍ଗ। ବିଜେପିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।

bjp press meet in kalahandi
କଳାହାଣ୍ଡି ମେଡିକାଲ କଲେଜ ଏମଓୟୁ ବାତିଲ ପ୍ରସଙ୍ଗ: ସରକାରଙ୍କୁ ଘେରିଲେ ପ୍ରଦୀପ୍ତ ନାଏକ

ଭବାନୀପାଟଣା : ଜିଲ୍ଲା ଭଙ୍ଗାବାରୀ ମେଡିକାଲ କଲେଜ ନିର୍ମାଣ ପାଇଁ ବେଦାନ୍ତ ସହ ରାଜ୍ୟ ସରକାରଙ୍କ ଚୁକ୍ତି ବାତିଲ ପ୍ରସଙ୍ଗ । ଏନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ପୁଣି କଳାହାଣ୍ଡିବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତାରଣା କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କେନ୍ଦ୍ର ସରକାର ମେଡିକାଲ କଲେଜ ଘୋଷଣା ପରେ ରାଜ୍ୟ ସରକାର 2 ଥର ଏମଓୟୁ ବାତିଲ କରିଛନ୍ତି ।

ଯାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ ବିଜେପି ବରିଷ୍ଠ ନେତା କହିଛନ୍ତି । କାହିଁକି ଏମଏୟୁ ଚୁକ୍ତି ବାତିଲ କଲେ ସେନେଇ ବିରୋଧୀ ଦଳ ନେତା ପ୍ରଶ୍ନ କରିଛନ୍ତି। କଳାହାଣ୍ଡିବାସୀ ଏହାର ଉଚିତ ଜବାବ ଦେବେ । ଭବାନୀପାଟଣା ଠାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.