ETV Bharat / state

ସ୍କର୍ପିଓ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

author img

By

Published : Mar 13, 2022, 9:01 PM IST

ସଡକ ଦୁର୍ଘଟଣାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର । ଝାରସୁଗୁଡା ଜିଲ୍ଲା ବେଲପାହାଡ ଗୁମାଡେରା ରାସ୍ତା ବୀରଭୂମି ନିକଟରେ ଘଟିଛି ଦୁର୍ଘଟଣା l ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ସ୍କର୍ପିଓ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
ସ୍କର୍ପିଓ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ଝାରସୁଗୁଡା : ସଡକ ଦୁର୍ଘଟଣାରେ ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର । ଝାରସୁଗୁଡା ଜିଲ୍ଲା ବେଲପାହାଡ ଗୁମାଡେରା ରାସ୍ତା ବୀରଭୂମି ନିକଟରେ ଘଟିଛି ଦୁର୍ଘଟଣା l ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି ।

ସୂଚନା ଅନୁସାରେ, ବେଲପାହାଡ଼ ଗୁମାଡେରା କାଡୁପଡ଼ାର କୁମର ମୁଣ୍ଡା ଓ ତାଙ୍କ ସ୍ତ୍ରୀ ମୀନା ବଂଜାରୀ ଆଶ୍ରମ ସ୍କୁଲରେ ରହି ପାଠ ପଢ଼ୁଥିବା ନିଜ ପୁଅକୁ ଭେଟିବାକୁ ଉଭୟେ ସାଇକେଲରେ ଯାଉଥିଲେ । ଏହି ସମୟରେ ସେମାନଙ୍କୁ ଧକ୍କା ଦେଇଥିଲା ସ୍କର୍ପିଓ l ଯାହାଫଳରେ ସ୍ୱାମୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ହୋଇଥିବାବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.