ETV Bharat / state

ଜଗତସିଂହପୁରରେ କୋରୋନା ସ୍ଥିତି ଉଦବେଗ ଜନକ ନୁହେଁ: ଜିଲ୍ଲାପାଳ - କୋରୋନା ସ୍ଥିତି ଉଦବେଗ ଜନକ

ଜିଲ୍ଲାରେ କୋରୋନା ସ୍ଥିତି ନିୟନ୍ତ୍ରଣରେ ରହିଥିବା ପ୍ରକାଶ କରିଛନ୍ତି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ଜିଲ୍ଲାପାଳ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ଜିଲ୍ଲାରେ ୨ ଲକ୍ଷ ୫୩ ହଜାର ୫ ଶହ ୫୩ଟି ଘର ମଧ୍ୟରୁ ଏବେ ସୁଦ୍ଧା ୨ ଲକ୍ଷ ୨୮ ହଜାର ଘର ସର୍ଭେ ସରିଲାଣି। ଘରଘର ବୁଲି ଆଶା ଓ ଅଙ୍ଗନବାଡି କର୍ମୀ ୯୦ ପ୍ରତିଶତ ସର୍ଭେ ସାରିଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଆଊ ଦଶଭାଗ ଆସନ୍ତା ସପ୍ତାହ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ ଉଲ୍ଲେଖ କରିଛନ୍ତି । ଅଧିକ ପଢନ୍ତୁ...

ଜଗତସିଂହପୁରରେ କୋରୋନା ସ୍ଥିତି ଉଦବେଗ ଜନକ ନୁହେଁ: ଜିଲ୍ଲାପାଳ

author img

By

Published : Jul 26, 2020, 1:22 AM IST

ଜଗତସିଂହପୁର: ଜିଲ୍ଲାରେ କୋରୋନା ସ୍ଥିତି ନିୟନ୍ତ୍ରଣରେ ରହିଥିବା ପ୍ରକାଶ କରିଛନ୍ତି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ଜିଲ୍ଲାପାଳ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ଜିଲ୍ଲାରେ ୨ ଲକ୍ଷ ୫୩ ହଜାର ୫ ଶହ ୫୩ଟି ଘର ମଧ୍ୟରୁ ଏବେ ସୁଦ୍ଧା ୨ ଲକ୍ଷ ୨୮ ହଜାର ଘର ସର୍ଭେ ସରିଲାଣି। ଘରଘର ବୁଲି ଆଶା ଓ ଅଙ୍ଗନବାଡି କର୍ମୀ ୯୦ ପ୍ରତିଶତ ସର୍ଭେ ସାରିଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଆଊ ଦଶଭାଗ ଆସନ୍ତା ସପ୍ତାହ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ ଉଲ୍ଲେଖ କରିଛନ୍ତି ।

ଜଗତସିଂହପୁରରେ କୋରୋନା ସ୍ଥିତି ଉଦବେଗ ଜନକ ନୁହେଁ: ଜିଲ୍ଲାପାଳ

ସେହିପରି ପାରାଦ୍ବୀପର ତୈଳ ବିଶୋଧନାଗାରକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ସଟଡାଉନ କରି କର୍ମଚାରୀ ମାନଙ୍କ କୋଭିଡ୍ ଟେଷ୍ଟ କରାଯାଇଛି। ଜିଲ୍ଲାରେ ଏ ପର୍ଯ୍ୟନ୍ତ ଗୋଷ୍ଟୀ ସଂକ୍ରମଣ ହୋଇନାହିଁ। ଜିଲ୍ଲାବାସୀ ଭୟଭୀତ ନ ହୋଇ କୋରୋନାକୁ ମୁକାବିଲା ପାଇଁ ଘରେ ରହିବା ସହ ସାମାଜିକ ଦୂରତ୍ବ ରଖିବାକୁ ଅନୁରୋଧ କରିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.