ETV Bharat / state

ଜଗତସିଂହପୁରରୁ 55 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଜଗତସିଂହପୁର ଜିଲ୍ଲାରେ ଗୁରୁବାର 54 କୋରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Nov 13, 2020, 3:13 AM IST

ଜଗତସିଂହପୁରରୁ 55 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
ଜଗତସିଂହପୁରରୁ 55 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଜଗତସିଂହପୁର: ରାଜ୍ୟରେ ଥମୁନାହିଁ କୋରୋନା ସଂକ୍ରମଣ । ଜଗତସିଂହପୁର ଜିଲ୍ଲାରେ ଗୁରୁବାର 54 କୋରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ବାଲିକୁଦାରୁ 6, ବିରିଡିରୁ 7, ଏରସମାରୁ 6, କୁଜଙ୍ଗରୁ 5, ନାଉଗାଁରୁ 16, ତ୍ରିତଲରୁ 2, ରଘୁନାଥପୁରରୁ 4, ଜଗତସିଂହପୁରରୁ 4, ଜଗତସିଂହପୁର ସହରରୁ 1 ଓ ପାରାଦୀପରୁ 3 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ଜିଲ୍ଲାରେ କୋରୋନା ଆକ୍ରାନ୍ତ ସଂଖ୍ୟା 8269 ହଜାରକୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ 7678 ଜଣ ସୁସ୍ଥ ହୋଇ ସାରିଲେଣି । ବର୍ତମାନ ସୁଦ୍ଧା ସକ୍ରିୟ ଆକ୍ରନ୍ତ ଭାବେ 566 ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସା ଧିନ ଅଛନ୍ତି । ତେବେ ଜିଲ୍ଲାରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା 25କୁ ବୃଦ୍ଧି ପାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.