ETV Bharat / state

ବସଷ୍ଟାଣ୍ଡରୁ ମଦ ଦୋକାନ ଉଚ୍ଛେଦ ଦାବି, ଆନ୍ଦୋଳନରେ ବସ କର୍ମଚାରୀ - ପରିବହନ କର୍ମଚାରୀ ସଂଘର ଧର୍ମଘଟ

ଗଜପତି ଜିଲ୍ଲା ମୋଟର ପରିବହନ କର୍ମଚାରୀ ସଂଘର ଧର୍ମଘଟ । ଦାବିରେ ଜୋର ଧରିଲା ବସଷ୍ଟାଣ୍ଡରୁ ମଦ ଦୋକାନ ଉଚ୍ଛେଦ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି
author img

By

Published : Aug 14, 2019, 2:10 PM IST

ଗଜପତି: ଜିଲ୍ଲା ମୋଟର ପରିବହନ କର୍ମଚାରୀ ସଂଘର ଧର୍ମଘଟ ଡାକରା । 8 ଦଫା ଦାବି ନେଇ ଗାଡି ଚଳାଚଳକୁ ବନ୍ଦ କରିଛି ସଂଘ । ପୂର୍ବରୁ ଜିଲ୍ଲା ପ୍ରଶାସନକୁ 8ଦଫା ବିଷୟରେ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଫଳରେ ଏହାର ପ୍ରତିବାଦ ଜଣାଇ ଧର୍ମଘଟ କରାଯାଇଛି ।

ଏହି ଆଠ ଦଫା ଦାବି ମଧ୍ୟରେ ବସଷ୍ଟାଣ୍ଡ ପରିସରରେ ଥିବା ସମସ୍ତ ମଦ ଦୋକାନ ତୁରନ୍ତ ବନ୍ଦ କରିବା । ଏଥିସହ ବେଆଇନ ମଦ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଡିଜେଲ ବଦଳରେ କିରୋସିନ ବ୍ୟବହାର କରି ଗାଡି ଚଳାଉଥିବା ବସ ମାଲିକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ କଣ୍ଡିସନ ନଥିବା ପୁରୁଣା ବସକୁ ଯାତ୍ରୀ ପରିବହନ ପାଇଁ ଅନୁମତି ନ ଦେବାକୁ କୁହାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ସେପଟେ ନିର୍ଘଣ୍ଟ ଅନୁସାରେ ସାଧାରଣ ବସ ଚଳାଚଳ ଓ ଯାତ୍ରୀଙ୍କ ସୁବିଧା ଲାଗି ବସଷ୍ଟାଣ୍ଡ ପରିସରରେ ତୁରନ୍ତ ଯାନ ଅନୁସନ୍ଧାନ ଓ ଯାତ୍ରୀ ଟିକଟ ବିକ୍ରି ପାଇଁ ଏକ କାଉଣ୍ଟର ଖୋଲାଯାଉ । ଏବଂ ତାର ପରିଚାଳନା ଦାୟିତ୍ବରେ ଆସୋସିଏସନକୁ ଦିଆଯାଉ, ଯଦ୍ବାରା ବସ ଚଳାଚଳ ହୋଇପାରିବ ।

ଯଦି ଏ ସମସ୍ତ ଦାବି ପୂରଣ ନହୁଏ ତେବେ ଅନିର୍ଦ୍ଦିଷ୍ଟ କାଳ ଯାଏ, ଧର୍ମଘଟ ଲାଗି ରହିବ କହିଛନ୍ତି ମୋଟର ପରିବହନ କର୍ମଚାରୀ ସଂଘ ସମ୍ପାଦକ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:ଗଜପତି ଜିଲ୍ଲା ମୋଟର ପରିବହନ କର୍ମଚାରୀ ସଂଘ ଆଠ ଦଫା ଦାବି ନେଇ ଆଜି ଗାଡି ଚଳାଚଳ ବଂଦ କରି ଧର୍ମଘଟ କରିଛନ୍ତି .ଗତ 25.01.19 ତାରିଖ ରେ ଏହି କର୍ମଚାରୀ ସଂଘ ଜିଲ୍ଲା ପ୍ରଶାସନ କୁ ଏହି ଆଠ ଦଫା ଦାବି ପୁରଣ ପାଇଁ ଅବଗତ କରାଇଥିବା ସୁଦ୍ଧା କୌଣସି ସୁଫଳ ମିଳିନଥିଲା .ତେବେ ଏହି ପ୍ରତିବାଦ ରେ ଆଜି ଧର୍ମଘଟ କରିଛି.ମୁଖ୍ୟ ଦାବି ମଧ୍ୟ ରେ
ବସଷ୍ଟାଣ୍ଡ ପରିସରରେ ଥିବା ସମସ୍ତ ମଦ ଦୋକାନ ତୁରନ୍ତ ବନ୍ଦ କରି
ମଦବ୍ୟବସାୟକୁ ନେଇ ବେଆଇନ୍ କାର୍ଯ୍ୟକଳାପ ଜାରି ରଖିଥିବା ଅପରାଧୀମାନଙ୍କ ପ୍ରତି ଖୁବ୍ ଶୀଘ୍ର ଆଇନ୍
ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି କର ଯାଇଛି .
ଡ଼ିଜେଲ୍ ବଦଳରେ କିରୋସିନ ବ୍ୟବହାର କରି ଗାଡ଼ି ଚଳାଉଥିବା ବସ୍‌ ମାଲିକମାନଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ
। ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ
। କଣ୍ଡିସନ୍ ନଥିବା ପୁରୁଣା ବସ୍‌ ବିପଦଜନକ ଭାବେ ଯାତ୍ରୀ ପରିବହନ ପାଇଁ ଅନୁମତି ଦିଆନଯିବା ପାଇଁ ମଧ୍ୟ କୁହାଯାଇଛି । ।
ନିର୍ଘଣ୍ଟ ଅନୁସାରେ ସାଧାରଣ ବସ୍ ଚଳାଚଳ ଓ ଯାତ୍ରୀମାନଙ୍କ ସୁବିଧା ଲାଗି ବସ୍‌ଷ୍ଟାଣ୍ଡ ପରିସରରେ ତୁରନ୍ତ
ଯାନ ଅନୁସନ୍ଧାନ ଏବଂ ଯାତ୍ରୀ ଟିକଟ ବିକ୍ରି ପାଇଁ ଏକ କାଉଣ୍ଟର ଖୋଲାଯାଉ ଓ ତାର ପରିଚାଳନା ଦାୟିତ୍ବ
ଆସୋସିଏସନ୍ କୁ ଦିଆଯାଉ ଯଦ୍ୱାରା ନିରାପଦ ବସ୍ ଚଳାଚଳ ହେପାରିବ ଏବଂ ଯଦି ଦାବି ପୁରାଣ ନ ହୁଏ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଲାଗି ରହିବା କହିଛନ୍ତି ଜିଲ୍ଲା ମୋଟର ପରିବହନ କର୍ମଚାରୀ ସଂଘ ସମ୍ପାଦକ .

Byte- ନରସିଂହ ମାଳ ବିଷୋୟୀ (ଜିଲ୍ଲା ମୋଟର ପରିବହନ କର୍ମଚାରୀ ସଂଘ ସମ୍ପାଦକ .)Body:ଗଜପତି ଜିଲ୍ଲା ମୋଟର ପରିବହନ କର୍ମଚାରୀ ସଂଘ ଆଠ ଦଫା ଦାବି ନେଇ ଆଜି ଗାଡି ଚଳାଚଳ ବଂଦ କରି ଧର୍ମଘଟ କରିଛନ୍ତି .ଗତ 25.01.19 ତାରିଖ ରେ ଏହି କର୍ମଚାରୀ ସଂଘ ଜିଲ୍ଲା ପ୍ରଶାସନ କୁ ଏହି ଆଠ ଦଫା ଦାବି ପୁରଣ ପାଇଁ ଅବଗତ କରାଇଥିବା ସୁଦ୍ଧା କୌଣସି ସୁଫଳ ମିଳିନଥିଲା .ତେବେ ଏହି ପ୍ରତିବାଦ ରେ ଆଜି ଧର୍ମଘଟ କରିଛି.ମୁଖ୍ୟ ଦାବି ମଧ୍ୟ ରେ
ବସଷ୍ଟାଣ୍ଡ ପରିସରରେ ଥିବା ସମସ୍ତ ମଦ ଦୋକାନ ତୁରନ୍ତ ବନ୍ଦ କରି
ମଦବ୍ୟବସାୟକୁ ନେଇ ବେଆଇନ୍ କାର୍ଯ୍ୟକଳାପ ଜାରି ରଖିଥିବା ଅପରାଧୀମାନଙ୍କ ପ୍ରତି ଖୁବ୍ ଶୀଘ୍ର ଆଇନ୍
ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି କର ଯାଇଛି .
ଡ଼ିଜେଲ୍ ବଦଳରେ କିରୋସିନ ବ୍ୟବହାର କରି ଗାଡ଼ି ଚଳାଉଥିବା ବସ୍‌ ମାଲିକମାନଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ
। ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ
। କଣ୍ଡିସନ୍ ନଥିବା ପୁରୁଣା ବସ୍‌ ବିପଦଜନକ ଭାବେ ଯାତ୍ରୀ ପରିବହନ ପାଇଁ ଅନୁମତି ଦିଆନଯିବା ପାଇଁ ମଧ୍ୟ କୁହାଯାଇଛି । ।
ନିର୍ଘଣ୍ଟ ଅନୁସାରେ ସାଧାରଣ ବସ୍ ଚଳାଚଳ ଓ ଯାତ୍ରୀମାନଙ୍କ ସୁବିଧା ଲାଗି ବସ୍‌ଷ୍ଟାଣ୍ଡ ପରିସରରେ ତୁରନ୍ତ
ଯାନ ଅନୁସନ୍ଧାନ ଏବଂ ଯାତ୍ରୀ ଟିକଟ ବିକ୍ରି ପାଇଁ ଏକ କାଉଣ୍ଟର ଖୋଲାଯାଉ ଓ ତାର ପରିଚାଳନା ଦାୟିତ୍ବ
ଆସୋସିଏସନ୍ କୁ ଦିଆଯାଉ ଯଦ୍ୱାରା ନିରାପଦ ବସ୍ ଚଳାଚଳ ହେପାରିବ ଏବଂ ଯଦି ଦାବି ପୁରାଣ ନ ହୁଏ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଲାଗି ରହିବା କହିଛନ୍ତି ଜିଲ୍ଲା ମୋଟର ପରିବହନ କର୍ମଚାରୀ ସଂଘ ସମ୍ପାଦକ .

Byte- ନରସିଂହ ମାଳ ବିଷୋୟୀ (ଜିଲ୍ଲା ମୋଟର ପରିବହନ କର୍ମଚାରୀ ସଂଘ ସମ୍ପାଦକ .)Conclusion:ଗଜପତି ଜିଲ୍ଲା ମୋଟର ପରିବହନ କର୍ମଚାରୀ ସଂଘ ଆଠ ଦଫା ଦାବି ନେଇ ଆଜି ଗାଡି ଚଳାଚଳ ବଂଦ କରି ଧର୍ମଘଟ କରିଛନ୍ତି .ଗତ 25.01.19 ତାରିଖ ରେ ଏହି କର୍ମଚାରୀ ସଂଘ ଜିଲ୍ଲା ପ୍ରଶାସନ କୁ ଏହି ଆଠ ଦଫା ଦାବି ପୁରଣ ପାଇଁ ଅବଗତ କରାଇଥିବା ସୁଦ୍ଧା କୌଣସି ସୁଫଳ ମିଳିନଥିଲା .ତେବେ ଏହି ପ୍ରତିବାଦ ରେ ଆଜି ଧର୍ମଘଟ କରିଛି.ମୁଖ୍ୟ ଦାବି ମଧ୍ୟ ରେ
ବସଷ୍ଟାଣ୍ଡ ପରିସରରେ ଥିବା ସମସ୍ତ ମଦ ଦୋକାନ ତୁରନ୍ତ ବନ୍ଦ କରି
ମଦବ୍ୟବସାୟକୁ ନେଇ ବେଆଇନ୍ କାର୍ଯ୍ୟକଳାପ ଜାରି ରଖିଥିବା ଅପରାଧୀମାନଙ୍କ ପ୍ରତି ଖୁବ୍ ଶୀଘ୍ର ଆଇନ୍
ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି କର ଯାଇଛି .
ଡ଼ିଜେଲ୍ ବଦଳରେ କିରୋସିନ ବ୍ୟବହାର କରି ଗାଡ଼ି ଚଳାଉଥିବା ବସ୍‌ ମାଲିକମାନଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ
। ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ
। କଣ୍ଡିସନ୍ ନଥିବା ପୁରୁଣା ବସ୍‌ ବିପଦଜନକ ଭାବେ ଯାତ୍ରୀ ପରିବହନ ପାଇଁ ଅନୁମତି ଦିଆନଯିବା ପାଇଁ ମଧ୍ୟ କୁହାଯାଇଛି । ।
ନିର୍ଘଣ୍ଟ ଅନୁସାରେ ସାଧାରଣ ବସ୍ ଚଳାଚଳ ଓ ଯାତ୍ରୀମାନଙ୍କ ସୁବିଧା ଲାଗି ବସ୍‌ଷ୍ଟାଣ୍ଡ ପରିସରରେ ତୁରନ୍ତ
ଯାନ ଅନୁସନ୍ଧାନ ଏବଂ ଯାତ୍ରୀ ଟିକଟ ବିକ୍ରି ପାଇଁ ଏକ କାଉଣ୍ଟର ଖୋଲାଯାଉ ଓ ତାର ପରିଚାଳନା ଦାୟିତ୍ବ
ଆସୋସିଏସନ୍ କୁ ଦିଆଯାଉ ଯଦ୍ୱାରା ନିରାପଦ ବସ୍ ଚଳାଚଳ ହେପାରିବ ଏବଂ ଯଦି ଦାବି ପୁରାଣ ନ ହୁଏ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଲାଗି ରହିବା କହିଛନ୍ତି ଜିଲ୍ଲା ମୋଟର ପରିବହନ କର୍ମଚାରୀ ସଂଘ ସମ୍ପାଦକ .

Byte- ନରସିଂହ ମାଳ ବିଷୋୟୀ (ଜିଲ୍ଲା ମୋଟର ପରିବହନ କର୍ମଚାରୀ ସଂଘ ସମ୍ପାଦକ .)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.