ETV Bharat / state

ସ୍ମିତାରାଣୀ ମୃତ୍ୟୁ ମାମଲା, ବିଜେପି ମହିଳା ମୋର୍ଚ୍ଚାର CBI ତଦନ୍ତ ଦାବି

author img

By

Published : Nov 5, 2019, 9:30 PM IST

ସ୍ମୀତାରାଣୀ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା । ଯେଉଁଥିରେ ମଙ୍ଗଳବାର ଶତାଧିକ ବିଜେପି କର୍ମୀ ଏକ ଶୋଭାଯାତ୍ରାରେ ଯାଇ ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସକୁ ଘେରାଉ କରିଛନ୍ତି । ଅଧିକ ଖବର ପଢନ୍ତୁ...

ସ୍ମିତାରାଣୀ ତାତି, ସିବିଆଇ ତଦନ୍ତ ଦାବି କଲା ଢେଙ୍କାନାଳ ବିଜେପି ମହିଳା ମୋର୍ଚ୍ଚା

ଢେଙ୍କାନାଳ: ଧର୍ମଶାଳା ହରିଦାସପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣା । ଦିନ ଗଡିବା ସହ ଘଟଣା ଭିନ୍ନ ମୋଡ ନେଉଛି । ତେବେ ଏହି ଘଟଣାର ଉଷ୍ମତା ମଙ୍ଗଳବାର ଢେଙ୍କାନାଳରେ ଅନୁଭୂତ ହୋଇଛି ।

ସ୍ମିତାରାଣୀ ତାତି, ସିବିଆଇ ତଦନ୍ତ ଦାବି କଲା ଢେଙ୍କାନାଳ ବିଜେପି ମହିଳା ମୋର୍ଚ୍ଚା

ରାଜ୍ୟ ବିଜେପିର ଡାକରାରେ ଢେଙ୍କାନାଳ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଯେଉଁଥିରେ ସଭାନେତ୍ରୀ ନିରୋଜ ନଳିନୀ ମହାଳିକଙ୍କ ନେତୃତ୍ବରେ ଶତାଧୀକ ବିଜେପି କର୍ମୀ ଏକ ଶୋଭାଯାତ୍ରାରେ ଯାଇ ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସକୁ ଘେରାଉ କରିଛନ୍ତି ।

ଏହାସହ ଅଫିସ ସମ୍ମୁଖରେ ରାଜ୍ୟ ସରକାରଙ୍କ ବିରୋଧୀ ବିଭିନ୍ନ ସ୍ଲୋଗନ ଦେବାସହ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ।

ଅପରପକ୍ଷରେ ବେବିନା ଠାରୁ ଆରମ୍ଭ କରି ସ୍ମିତାରାଣୀ ବା କେନ୍ଦ୍ରାପଡା କୋଅପରେଟିଭ ଯୌନ କେଳେଙ୍କାରୀ ଘଟଣା ପରେ ରାଜ୍ୟରେ କର୍ମଜୀବୀ ମହିଳାମାନେ ସଂପୂର୍ଣ୍ଣ ଅସୁରକ୍ଷିତ ବୋଲି ଅଭିଯୋଗ ଉଠାଇଛି ବିଜେପି । ଏ ସଂପର୍କରେ ବିଜେପି ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ସ୍ମିତାରାଣୀ ତାତି / କର୍ମଜୀବୀ ମହିଳାଙ୍କୁ ସୁରକ୍ଷା ଦାବୀ / ସିବିଆଇ ତଦନ୍ତ ଦାବୀରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରିଲା ବିଜେପି ମହିଳା ମୋଚ୍ଚା
ଆଙ୍କର- ଧର୍ମଶାଳା ହରିଦାସପୁର ପିଇଓ ସ୍ମିତାରାଣୀ ହତ୍ୟାର ତାତି ମଙ୍ଗଳବାର ଢେଙ୍କାନାଳରେ ଅନୁଭୁତ ହୋଇଛି।Body:ରାଜ୍ୟ ବିଜେପିର ଡାକରାରେ ଢେଙ୍କାନାଳ ବିଜେପି ମହିଳା ମୋର୍ଚା ପକ୍ଷରୁ ସଭାନେତ୍ରୀ ନିରୋଜ ନଳିନୀ ମହାଳିକଙ୍କ ନେତୃତ୍ବରେ ଆଜି ଶତାଧିକ ବିଜେପି କମୀ ଏକ ଶୋଭାଯାତ୍ରାରେ ଯାଇ ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସକୁ ଘେରିଥିଲେ। ଅଫିସ ସମ୍ମୁଖରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗନ ମାନ ଦେଇଥିଲେ।ସ୍ମିତାରାଣୀ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବୀ କରିଥିଲେ। ଅପରପକ୍ଷରେ ବେବିନା ଠାରୁ ଆରମ୍ଭ କରି ସ୍ମିତାରାଣୀ ବା କେନ୍ଦ୍ରାପଡା କୋଅପରେଟିଭ ଯୌନ କେଳେଙ୍କାରୀ ଘଟଣା ପରେ ରାଜ୍ୟରେ କର୍ମଜୀବୀ ମହିଳାମାନେ ସଂପୂର୍ଣ୍ଣ ଅସୁର କ୍ଷିତ ବୋଲି ଅଭିଯୋଗ ଉଠାଇଛନ୍ତି। ଏConclusion:ଏ ସଂପର୍କରେ ବିଜେପି ପକ୍ଷରୁ ଏକ ଦାବୀପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।ଢେଙ୍କାନାଳରୁ ଉର୍ମିଳା ପାତ୍ର। ଇଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.